ଲକଡାଉନ‌ରେ ଦିବ୍ୟାଙ୍ଗଙ୍କୁ ଖାଦ୍ୟ ବାଣ୍ଟିଲେ ସେବିକା, ସାଉଁଟିଲେ ପ୍ରଶଂସା - nurse distributes food to Dibyanga during lockdown

🎬 Watch Now: Feature Video

thumbnail

By

Published : Jun 4, 2020, 5:30 PM IST

କଟକ: ଅନେକ ମେଡିକାଲରେ ସେବିକାଙ୍କ କାର୍ଯ୍ୟକୁ ନେଇ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥାଆନ୍ତି । ଏମିତିକି ସେବିକାଙ୍କ ସେବାକୁ ନେଇ ଅନେକ ସମାଲୋଚନା ହୋଇଥାଏ । କିନ୍ତୁ ଏପରି ଜଣେ ସେବିକା ଅଛନ୍ତି ଯିଏ କି ନିଜର ଡ୍ୟୁଟି ପରେ ମଧ୍ୟ ସମାଜସେବା କରିବାକୁ ପସନ୍ଦ କରନ୍ତି । ଆଉ ଏହି ଲକଡାଉନ ସମୟରେ ଅନେକ ଦିବ୍ୟାଙ୍ଗ ପାଇଁ ସେ ଦେବଦୂତ ସାଜିଛନ୍ତି । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.