thumbnail

ଦେବୀ ସୁଭଦ୍ରାଙ୍କ ରଥେ ବିରାଜିଲେ ଚକ୍ରରାଜ ସୁଦର୍ଶନ

By

Published : Jun 23, 2020, 10:41 AM IST

ପୁରୀ: ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍‌ । ରଥେ ତୁ ବାମନମ ଦୃଷ୍ଟ୍ଵା ,ପୁର୍ନଜନ୍ମ ନ ଲଭ୍ୟତେ’ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧାରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିବେ । ବିନା ଭକ୍ତରେ କୋରୋନା କାଳରେ ଚାଲିଛି କାଳିଆର ରଥଯାତ୍ରା । ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେଲା । ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.