ଆଦିବାସୀ ମେଳାରେ ଫୁର୍ଡ କୋର୍ଟର ମଜା ନେଉଛନ୍ତି ରାଜଧାନୀବାସୀ - bhubaneswar news

🎬 Watch Now: Feature Video

thumbnail

By

Published : Jan 29, 2020, 7:45 PM IST

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହୋଇଛି  ଆଦିବାସୀ ମେଳା-2020 । ମେଳାର  ଗୋଟିଏ ପଟେ  ସହରବାସୀ ଆଦିବାସୀ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ ହେଉଥିବା ବେଳେ ଆଉ ଗୋଟେ ପଟେ ମେଳାର ଫୁର୍ଡ କୋର୍ଟରୁ ରାଜଧାନୀବାସୀ ଖାଇବାର ମଜା ନେଉଛନ୍ତି । ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ  ମୋଟ 24 ଟି ଖାଇବା ଷ୍ଟଲ ଲାଗିଛି । ଏଥିରେ ମେଘାଳୟ, ତ୍ରିପୁରା, ସିକିମ୍, ଆସାମ, ମିଜୋରାମ, ନେପାଳ ଆଦିକୁ ମିଶାଇ 13ଟି  ରାଜ୍ୟରୁ ଲୋକ ଆସି ଭିନ୍ନ ଭିନ୍ନ ସ୍ବାଦର ଖାଦ୍ୟ ରାଜଧାନୀବାସୀଙ୍କୁ ପରଶୁଛନ୍ତି । ଯାହାକୁ ରାଜଧାନୀବାସି  ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.