ଇଂରାଜୀ ପ୍ରଫେସର ସୁଲଗ୍ନାଙ୍କ ଓଡିଆ ଭାଷାପ୍ରୀତି, ଦେଖନ୍ତୁ ସ୍ବତନ୍ତ୍ର ସାକ୍ଷାତକାର - womens day special
🎬 Watch Now: Feature Video
ଭୁବନେଶ୍ବର: ସେ ଜଣେ ଇଂରାଜୀ ଅଧ୍ୟାପିକା, ହେଲେ ଓଡିଆ ଭାଷା ପ୍ରତି ତାଙ୍କର ରହିଛି ଅହେତୁକ ଦୁର୍ବଳତା । ଓଡିଶା ବାହାରେ ରହି, ଓଡିଆ ଭାଷର ବିକାଶ, ପ୍ରସାର ପାଇଁ ନିଜକୁ ହଜାଇ ଦେଇଛନ୍ତି । ଗଳ୍ପ, କବିତା, ତଥ୍ୟ ଭିତ୍ତିକ ଲେଖା ଜରିଆରେ ମାତୃଭାଷାକୁ ଲୋକାଦୃତ ପାଇଁ ଯେମିତି ପଣ କରିଛନ୍ତି । ଆଉ ଯୁବବର୍ଗଙ୍କୁ ପ୍ରସଙ୍ଗ ଭିତ୍ତିକ ଲେଖାରେ ବାନ୍ଧି ରଖନ୍ତି । ଆଜିର ସମୟରେ ସବୁଠୁ ବଡ ମାଧ୍ୟମ ଡିଜିଟାଲ୍ ପ୍ଲାର୍ଟଫର୍ମରେ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଅହରହ ଚେଷ୍ଟା ଚଲାଇଛନ୍ତି । ସେ ଏକାଧାରରେ ଜଣେ ଗାଳ୍ପିକା, ଇଂରାଜୀ ପ୍ରଫେସର ଆଉ ସମାଜସେବୀ, ଡ. ସୁଲଗ୍ନା ମହାନ୍ତି, ଆସନ୍ତୁ ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କଠୁ ତାଙ୍କର ଏହି ଯାତ୍ରା ସମ୍ପର୍କରେ ଅଧିକ ଜାଣିବା ।
ଉପସ୍ଥାପିକା- ସ୍ମୃତିରେଖା ତାରେଣିଆ, ଇଟିଭି ଭାରତ
Last Updated : Mar 8, 2021, 5:21 PM IST