thumbnail

By

Published : May 12, 2020, 11:29 AM IST

ETV Bharat / Videos

ଗୀତରେ କୋରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛି କୁନି କଳାକାର

କଳାହାଣ୍ଡି: କୋରୋନା ପାଇଁ କୁନି ପାଟିରେ କଳାକାରଙ୍କ ସଚେତନତାର ବାର୍ତ୍ତା। ଗୀତ ଗାଇ ସଚେତନତାର ବାର୍ତ୍ତା ବାଣ୍ଟୁଛି କୁନି କଳାକାର । କୋରୋନା ମହାମାରୀ ଏବେ ସାରା ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । କିପରି ଏହାକୁ ମାତ୍ ଦିଆଯିବ ସେନେଇ ସମସ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି । କୋରୋନା ସଂକ୍ରମଣରୁ ଲୋକଙ୍କୁ କେମିତି ସତର୍କ କରାଯିବ ଏବଂ ଏହା ସହିତ ଲୋକେ କିଭଳି ସଚେତନ ହେବେ ସେନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ୫ମ ଶ୍ରେଣୀର ଛାତ୍ର ସିତେଶ ପାଣିଗ୍ରାହୀ ଗୀତଗାଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.