thumbnail

ଲାଜପଥ ନଗର ଶୋ'ରୁମରେ ଭୟାବହ ଅଗ୍ନିକାଣ୍ତ, ଦେଖନ୍ତୁ ଭିଡିଓ

By

Published : Jun 12, 2021, 12:32 PM IST

ନୂଆଦିଲ୍ଲୀ: ଲାଜପଥ ନଗରରେ ଥିବା ସେଣ୍ଟ୍ରାଲ ମାର୍କେଟର ଏକ ଶୋ'ରୁମରେ ଭୟାବହ ଅଗ୍ନିକାଣ୍ତ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ 30ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ କ୍ଷୟକ୍ଷତିର ସୂଚନା ମିଳିନି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.