ETV Bharat / sukhibhava

ଶୀତଋତୁରେ ହୃଦଘାତର ଆଶଙ୍କା ଅଧିକ ! ଜାଣନ୍ତୁ ଏହାର କାରଣ ଓ କେମିତି ରହିବେ ସତର୍କ

ଶୀତଋତୁରେ ହୃଦଘାତର ଆଶଙ୍କା ଅଧିକ ଥାଏ ବୋଲି ଜାଣନ୍ତି କି ? ଆଜ୍ଞା ହଁ, ଶୀତଦିନରେ ଥଣ୍ଡା, ଜ୍ବର, କାଶ ସମେତ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ଥାଏ(Risk of heart attack increases in winter) । ତେବେ ଏହାର କାରଣ କ'ଣ ଏବଂ କେଉଁ ରୋଗୀଙ୍କ ପ୍ରତି ଅଧିକ ଯତ୍ନବାନ ରହିବେ ଜାଣନ୍ତୁ...

author img

By

Published : Nov 12, 2022, 10:45 PM IST

ଶୀତଋତୁରେ ହୃଦଘାତର ଆଶଙ୍କା ଅଧିକ ! ଜାଣନ୍ତୁ ଏହାର କାରଣ ଓ କେମିତି ରହିବେ ସତର୍କ
ଶୀତଋତୁରେ ହୃଦଘାତର ଆଶଙ୍କା ଅଧିକ ! ଜାଣନ୍ତୁ ଏହାର କାରଣ ଓ କେମିତି ରହିବେ ସତର୍କ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ହୃଦଘାତ ମୃତ୍ୟୁର ପ୍ରମୁଖ କାରଣ ପାଲଟିଲାଣି । ଅଧିକାଂଶ ଅଭିନେତା/ଅଭିନେତ୍ରୀ କିମ୍ବା ଚର୍ଚ୍ଚିତ ଚେହାର ଏହି କାରଣରୁ ପ୍ରାଣ ହରାଉଥିବା ଖବର ଶୁଣିବାକୁ ମିଳୁଛି । ଏହାର ବିଭିନ୍ନ କାରଣ ଥିବାବେଳେ ଆପଣ ଜାଣନ୍ତି କି ଶୀତଋତୁରେ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ଥାଏ ବୋଲି ? ଆଜ୍ଞା ହଁ, ଶୀତଦିନରେ ଥଣ୍ଡା, ଜ୍ବର, କାଶ ସମେତ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ଥାଏ(Risk of heart attack increases in winter) ।

ଏଥିପାଇଁ ଶୀତଋତୁରେ ହୃଦୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ କେଉଁ ଲୋକ ହୃଦଘାତର ଆଶଙ୍କା ଅଧିକ ଏବଂ କିପରି ନିଜକୁ କିମ୍ବା ସମ୍ପର୍କୀୟଙ୍କୁ ହୃଦଘାତର ବିପଦରୁ ରକ୍ଷା କରିପାରିବେ ଜାଣନ୍ତୁ...

ଏହି ଲୋକମାନଙ୍କଠାରେ ହୃଦଘାତର ଆଶଙ୍କା ଅଧିକ: -

ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କର ମୋଟାପଣ କିମ୍ବା ଅଧିକ ଓଜନ, ସେମାନଙ୍କ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ । ଏହା ବ୍ୟତୀତ, ରକ୍ତଚାପ ରୋଗୀମାନେ ମଧ୍ୟ ଥଣ୍ଡା ସମୟରେ ନିଜକୁ ଅଧିକ ଯତ୍ନ ନେବା ଉଚିତ୍ କାରଣ ଶୀତଦିନେ ହୃଦଘାତର ସମ୍ଭାବନା 30 ଗୁଣ ଅଧିକ ବଢିଥାଏ ।

ସକାଳ ସମୟରେ ହୃଦଘାତର ଆଶଙ୍କା ଅଧିକ: -

ଶୀତଋତୁରେ, ଶିରା(Nurve) ସଙ୍କୁଚିତ ହେବାକୁ ଲାଗେ, ଯେଉଁଥିପାଇଁ ରକ୍ତଚାପ ବଢିଥାଏ । ଉଚ୍ଚ ବିପିରେ ହୃଦଘାତର ଆଶଙ୍କା ଅଧିକ ଥାଏ । ଏହା ବ୍ୟତୀତ ଶରୀରରେ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୋଇଯାଏ, ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ମଧ୍ୟ ବଢିଥାଏ । ଶୀତଦିନେ ହୃଦଘାତ ହେବାର ସମ୍ଭାବନା ସକାଳେ ସର୍ବାଧିକ, କାରଣ ଏହି ସମୟରେ ତାପମାତ୍ରା ବହୁତ କମ୍ ରହିଥାଏ । ଶରୀରର ଚାପକୁ ସମାନ କରିବା ପାଇଁ ରକ୍ତଚାପ ବଢିଥାଏ, ଯାହା ହୃଦଘାତର କାରଣ ହୋଇଥାଏ ।

ଏହି ଉପାୟରେ ହୃଦୟ ସ୍ୱାସ୍ଥ୍ୟର ଯତ୍ନ ନିଅ: -

ଶୀତଦିନେ ସକାଳୁ ବୁଲିବାକୁ ଯାଆନ୍ତୁ ନାହିଁ । ଯଦି ଆପଣଙ୍କୁ ବାହାରକୁ ଯିବାର ଥାଏ, ତେବେ ରାତି 9 ଟା ପରେ ଯାଆନ୍ତୁ । ଖାଦ୍ୟରେ ଯଥାସମ୍ଭବ କମ୍ ଲୁଣ ଖାଆନ୍ତୁ । ଶରୀର ପାଇଁ ଭିଟାମିନ୍-ଡି ଅତ୍ୟନ୍ତ ଜରୁରୀ, ତେଣୁ ଲୁଣ କମ୍ ଖାଆନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.