ETV Bharat / sukhibhava

Horoscope: ରାକ୍ଷୀ ପୂର୍ଣ୍ଣିମାରେ ଚମକିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Aug 30, 2023, 12:00 AM IST

ମେଷ: ଆଜି ଦିନଟି ଯାତ୍ରାପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ। ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ। ପୁଞ୍ଜି ବିନିଯୋଗ କରନ୍ତୁ। ଘରେ ବଣଭୋଜିର ଯୋଜନା କରିପାରନ୍ତି। ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି। ମାତ୍ର ହଠାତ୍‍ ଆପଣଙ୍କ ଧର୍ମପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଆପଣ କରିଥିବା ଯୋଜନାସବୁ କାର୍ଯ୍ୟକାରୀ ହୋଇନପାରେ।

ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ। ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ। ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧ ସୃଷ୍ଟି କରିବେ। ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟାକରିବେ। ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ। ଧୈର୍ଯ୍ୟ ଧରନ୍ତୁ କିଛି ଶୃତିମଧୁର ସଙ୍ଗୀତକୁ ଉପଭୋଗ କରନ୍ତୁ। ଆପଣ ଖୁସିରେ ସମୟ କାଟିବେ। ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଆଜି ଆପଣ କୌଣସି ନୈରାଶବାଦ ଚିନ୍ତାଧାରାକୁ ମୁଣ୍ଡରେ ନ ପୁରାଇ ଶାନ୍ତ ରୁହନ୍ତୁ। ଆଜି ଆପଣ କୌଣସି କାର୍ଯ୍ୟ ନକରି ବିଶ୍ରାମ ନିଅନ୍ତୁ। ଯାତ୍ରା କରନ୍ତୁ ନାହିଁ। ନିଜ ଶରୀରର ଯତ୍ନ ନିଅନ୍ତୁ। ରୁଚିପୂର୍ଣ୍ଣ ଖାଦ୍ୟ ନଖାଇଲେ ଶରୀର ସୁସ୍ଥ ରହିବା ପରିବର୍ତ୍ତେ ବିଭିନ୍ନ ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି। ନିଜର ଖର୍ଚ୍ଚରେ ପରିମାଣକୁ ରୋକିବାକୁ ସତର୍କତା ଅବଲମ୍ଵନ କରନ୍ତୁ। ଅପରାହ୍ନରେ ନିଜକୁ ପଢାପଢିରେ ବ୍ୟସ୍ତ ରଖିବେ କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ଲିପ୍ତ ରହିବେ। ଆକସ୍ମିକ ଭାବେ କିଛି ଯୁବକଙ୍କ ପ୍ରଶ୍ନରେ ଆପଣ ହଡବଡେଇ ଯାଇପାରନ୍ତି।

କର୍କଟ: ଆଜି ଦିନଟି ଆପଣ ମୌଜ ମଜଲିସରେ କାଟିବେ। ନିଜ ପସନ୍ଦ ମୁତାବକ ସୌଖିନ ପୋଷାକ ପିନ୍ଧି ଭୋଜି ଖାଇବା, ସୁସ୍ୱାଦୁ ଭୋଜନ ସହିତ ମଦ୍ୟପାନ କରିବା ପ୍ରଭୃତି ଆମୋଦ ପ୍ରମୋଦରେ ସମୟ କାଟିବେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ଦିନଟିକୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରିବା ଅତୀତ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିବେ। ନିଜର କ୍ରୋଧ ସମ୍ଵରଣ କରନ୍ତୁ। ନିଜ ଧର୍ମପତ୍ନୀଙ୍କ ସହ ଉତ୍ତମ ସମ୍ପର୍କ ରଖିବାକୁ ଯତ୍ନଶୀଳ ହୁଅନ୍ତୁ। ଆର୍ଥିକ ଅବସ୍ଥାକୁ ଆଖିଆଗରେ ରଖି ଖର୍ଚ୍ଚ କରନ୍ତୁ। ପରିଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି।

ସିଂହ: ଆଜି ଆପଣ ଗଭୀର ଚିନ୍ତାକରି ବ୍ୟବସାୟକୁ ସଂପ୍ରସାରିତ କରିବାକୁ ଇଚ୍ଛା କରିପାରନ୍ତି। ଅର୍ଥପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆଜି କୌଣସି ନୂତନ ଯୋଜନା କରନ୍ତୁ ନାହିଁ। ଆଜି ଯୁକ୍ତିତର୍କ ନକରିବା ଭଲ। ଆଇନ ସମ୍ପର୍କୀୟ ଝଗଡା ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଆପଣଙ୍କର ଅଂଶୀଦାରମାନଙ୍କ ଠାରୁ ଅଲଗା ହେବା, ଟଙ୍କା ପଇସା ଭାଗ ବଣ୍ଟା ହେବା କିମ୍ଵା ନୂତନ ଯୋଜନା ଆରମ୍ଭ କରିବାକୁ ଚିନ୍ତା କରିବେ। ଆଜି ଗ୍ରହମାନଙ୍କର ସୁପ୍ରଭାବରୁ ଏକ ବିଦେଶୀ କମ୍ପାନୀ ସହିତ ବ୍ୟବସାୟିକ କାର୍ଯ୍ୟପାଇଁ ପ୍ରଚୁର ଲାଭବାନ ହେବେ।

କନ୍ୟା: ଆଜି ଦିନଟିରେ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଶାନ୍ତିରେ ଦିନ କାଟିବେ। ଆଜି ଆପଣଙ୍କର ବାହାଘର କିମ୍ଵା କୌଣସି ସମ୍ପର୍କୀୟଙ୍କ ବାହାଘର ପାଇଁ ଜିନିଷପତ୍ର କିଣାକିଣିରେ ସମୟ କାଟିବେ। ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ। ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ। ପାରିବାରିକ ଜୀବନ ତଥା ବନ୍ଧୁଜନଙ୍କ ସହ ସମ୍ପର୍କ ମଧୁମୟ ହେବ। ଶାରୀରିକ ସୁସ୍ଥତା ବଜାୟ ରହିବ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମନସିକ ଦୁଃଶ୍ଚିନ୍ତା ଘେରରେ ରହିବେ। ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ। ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ। ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ନଚେତ୍‍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ। ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି। କିନ୍ତୁ ମଧ୍ୟାହ୍ନ ସୁଦ୍ଧା ଏହା ଶୀଘ୍ର ସମାଧାନ ହୋଇଯିବ।

ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ। ଦିନଟି ଭଲରେ କଟିବ। ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ। ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ। ପ୍ରତିଦ୍ୱନ୍ଦୀମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ। ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ। ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି। ସତର୍କତା ଅବଲମ୍ଵନ କରିବା ପାଇଁ ପରାମର୍ଶ ଦିଆଯାଉଛି।

ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ। ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ। ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ। ବ୍ୟବସାୟରେ ଅର୍ଥଲାଭ ହେବ। ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ। ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ। ସନ୍ଧ୍ୟା ବେଳକୁ ଆପଣ ମାନସିକ ଶାନ୍ତି ଆପଣଙ୍କୁ ଉତ୍ତେଜିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ରହିବେ। ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ।

ମକର: ଆଜି ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ। ଆପଣ ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବେ। ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବେ। ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ। ସମ୍ପୂର୍ଣ୍ଣ ଦିବସଟିକୁ ଆପଣ ମୌଜ ମଜଲିସରେ କାଟିବେ। ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ।

କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି। ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମୟ କାଟିବେ। ସ୍ତ୍ରୀ ଏବଂ ପରିବାର ସହିତ ଝଗଡା ହୋଇପାରେ। କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆପଣ ଯଦି ଡାକ୍ତରଙ୍କ ସହ ବହୁ ଆଗରୁ ଆଲୋଚନା କରିଥାନ୍ତି, ତାହାହେଲେ ଆଜି ତାହା କରିଦିଅନ୍ତୁ। ମଧ୍ୟାହ୍ନ ବେଳକୁ ଆପଣଙ୍କ ଭୋଗିଥିବା ସବୁ ଯନ୍ତ୍ରଣାର ଅବସାନ ଘଟିବ। ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ।

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ। ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ। ଜଣେ ବନ୍ଧୁ ବା ସହକର୍ମୀ ଠାରୁ ବିଦେଶରୁ ଆସିଥିବା ଉପହାର ପାଇବେ। ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ। ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ। ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ କରିବାକୁ ଆଦୌ ସ୍ପୃହା ହେବନାହିଁ। ମାନସିକ ଶାନ୍ତି ପାଇବାକୁ ହେଲେ ଆପଣ ପ୍ରାର୍ଥନା କରନ୍ତୁ। ଯୋଗ କରିବା ଦ୍ୱାରା ମନ ହାଲ୍‍କା ହୋଇପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.