ETV Bharat / sukhibhava

Horoscope: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଏହି ରାଶିର ବ୍ୟକ୍ତି - କେମିତି କଟିବ ଆଜିର ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Nov 2, 2023, 12:00 AM IST

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ। ବ୍ୟବସାୟକୁ ନେଇ ଚିନ୍ତାରେ ରହିପାରନ୍ତି। କୌଣସି କଥାକୁ ଗମ୍ଭୀରତାର ସହ ଭାବନ୍ତୁ ନାହିଁ। ଆଜି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।

ବୃଷ: ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନପାରନ୍ତି । ଆପଣଙ୍କ ଉପରେ କେହି ପ୍ରଭୃତ୍ଵ ଦେଖାଇ ପାରିବେନାହିଁ । ଆଜି ନିଜ ପାର୍ଟନର ସହ ବୁଲିବାକୁ ଯାଇ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି ।

ମିଥୁନ: ଆଜି ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟ କରିବେ । ମତାନ୍ତର ଏବଂ ମନାନ୍ତର ହୋଇପାରେ । କୌଣସି କଠୋର କଥା ଆପଣଙ୍କୁ ବ୍ୟାଘାତ କରିପାରେ । ତେଣୁ ବ୍ୟସ୍ତ ନହୋଇ ଧୌର୍ଯ୍ୟ ଧରିବା ପାଇଁ ପରାମର୍ଶ ଦିଆଯାଉଛି।

କର୍କଟ: ଆପଣଙ୍କ ବ୍ୟବସାୟିକ ଭାବେ ପରିଚିତ ଲୋକମାନେ ଆପଣଙ୍କୁ ଭଗବାନଙ୍କ ଅପାର କରୁଣା ଭଳି ସାହାଯ୍ୟ ପାଇଁ ଆଗେଇ ଆସିବେ। ଶତ୍ରୁତା ଦୂର ହେବ। ପ୍ରିୟ ଭୋଜନ ଖାଇପାରନ୍ତି।

ସିଂହ: ଆଜି କିଛି କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହେବେ। ସମସ୍ତ କାର୍ଯ୍ୟ ଆପଣଙ୍କ ଉପରେ ପ୍ରଭାବ ପକାଇବ। ଦକ୍ଷତା ଉପସ୍ଥାପନା କରିବା ପାଇଁ ଆଜି ଭଲ ଦିନ।

କନ୍ୟା: ଆପଣଙ୍କ ଆଡକୁ ଆସୁଥିବା ଆର୍ଥିକ ଆହ୍ଵାନ ଗୁଡିକର ସମ୍ମୁଖୀନ କରିବାରେ ସଫଳ ହେବେ । ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ଶେଷ ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ସାଉଁଟି ପାରନ୍ତି ।

ତୁଳା: ତୁଚ୍ଛ ବିଷୟରେ ଆପଣ କୌଣସି ଚିନ୍ତିତ ହେବା ଉଚିତ ନୁହେଁ । ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ । ଭୁଲ କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି ।

ବିଛା: ଆପଣ ଦିନ ଦୁଇଟି ପ୍ରମୁଖ ଛାପରେ ଯିବ। ଦିନର ଗୋଟିଏ ଅଂଶରେ ଆପଣ ବିଷାଦଗ୍ରସ୍ତ ଓ ଭାବନାତ୍ମକ ହେବେ। ଅଧିକ ଭାବନ୍ତୁ ନାହିଁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଦୁଇଥର ଭାବନ୍ତୁ।

ଧନୁ: ପରିବାର ଲୋକଙ୍କ ପ୍ରତି ଚିନ୍ତିତ ରହିପାରନ୍ତି । ଆପଣ ଛୁଆମାନଙ୍କୁ ପ୍ରେମ ଓ ସ୍ନେହ ଦିଅନ୍ତୁ । ଆପଣଙ୍କ ଜୀବନସାଥୀ ସହ ଭଲ ସମୟ କାଟନ୍ତୁ । ବାହାରକୁ ଯିବା ପୂର୍ବରୁ ଠାକୁରଙ୍କ ଆଶୀର୍ବାଦ ନେଇ ଯାଆନ୍ତୁ।

ମକର: ବ୍ୟବସାୟୀ, ପେଶାଦାର, ଗୃହିଣୀ ଏବଂ ଛାତ୍ରମାନେ ଆରାମଦାୟକ ଏବଂ ସହଜ ଜୀବନ ବିତାଇବେ । ଆପଣଙ୍କ ବିରୋଧୀ ପରାସ୍ତ ସ୍ୱୀକାର କରିବେ। ସ୍ବାସ୍ଥ୍ୟ ସମସ୍ୟା ଠିକ ରହିବ। କିନ୍ତୁ ମାନସିକ ଚାପ ବୃଦ୍ଧ ପାଇବ।

କୁମ୍ଭ: ନୂଆ ପ୍ରକଳ୍ପରେ କାମ କରିବା ଏବଂ ଭ୍ରମଣ କରିବା ଏଡାନ୍ତୁ । ଶତ୍ରୁମାନଙ୍କ ଠାରୁ ଦୂରତା ବଜାୟୀ ରଖନ୍ତୁ। ଆପଣ ନିଜର ସୃଜନଶୀଳ ଗୁଣ ବ୍ୟବହାର କରି ଏକ ସୁନ୍ଦର କଳା ପ୍ରସ୍ତୁତ କରିବେ । ସାବଧାନତା ହୋଇ ସମସ୍ତ କାର୍ଯ୍ୟ କରନ୍ତୁ ।

ମୀନ: ସମସ୍ୟା ଲାଗି ରହିବ। ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍‌ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉନ୍ମୟ କ୍ଷତିଗ୍ରସ୍ତ ହୋଇପାରେ। ତେଣୁ ଶାନ୍ତ ଏବଂ ନିରବରେ ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ । ଆପଣ ନିଜ କଥାବାର୍ତ୍ତାରେ ନିତନ୍ତ୍ରଣ ରଖିବା ଉଚିତ। ବିଶେଷ ଭାବରେ ଯେତେବେଳେ ମହିଳାମାନଙ୍କ ସହିତ ମିଳାମିଶା କରୁଛନ୍ତି, ସେମାନଙ୍କ ପ୍ରତି ବିରକ୍ତିଭାବ କିମ୍ବା ପ୍ରତିଶୋଧ ପରାୟଣ ହେଲେ ଆପଣ ଅସୁବିଧାରେ ପଡିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.