ETV Bharat / sukhibhava

Horoscope: ଏହି ରାଶିର ବ୍ୟକ୍ତିବିଶେଷଙ୍କ ରହିଛି ଧନପ୍ରାପ୍ତି ଯୋଗ - ରାଶିଫଳ ଖବର

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Aug 25, 2023, 12:00 AM IST

ମେଷ: ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ। ବିଚଳିତ ହେବେ। ଆଜି ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବିପଦ ପାଦେପାଦେ ରହିଛି। ଆଜି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ସ୍ଥଗିତ ରଖନ୍ତୁ। ଦେବ ପୂଜାରେ ମନ ଦିଅନ୍ତୁ। ଆଜି ମିଶ୍ରିତ ଫଳ ପ୍ରଦାନ କରିବ।

ବୃଷ: କୌଣସି ସାମାଜିକ ଉତ୍ସବରେ ଯୋଗଦେବାର ଯୋଗ ଅଛି। ନିଜ ପରିବାର ସହିତ ବାହାରକୁ ବୁଲିବାକୁ କିମ୍ୱା ବଣଭୋଜି କରିବାକୁ ଯାଇପାରନ୍ତି। ବ୍ୟବସାୟ ସମ୍ବନ୍ଧୀୟ ଚୁକ୍ତି କରିପାରନ୍ତି। ବ୍ୟବସାୟର ଉନ୍ନତି ନେଇ ଚିନ୍ତାରେ ମଗ୍ନ ରହିବେ। ସାମାଜିକ ଜୀବନରେ ନିଷ୍ଠା ଓ ସମ୍ମାନ ବୃଦ୍ଧି ହୋଇପାରେ। ବ୍ୟକ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିପାରିବେ।

ମିଥୁନ: ଦିନଟି ଭଲରେ କଟିବ। ଘରେ ସବୁ କୁଶଳ ମଙ୍ଗଳ ହେବ। ଘରର ଉନ୍ନତି ହେବ। ଧନ ପ୍ରାପ୍ତି ହେବାର ଆଶଙ୍କା ରହିଛି। କାର୍ଯ୍ୟକ୍ଷେତ୍ରରେ କଷ୍ଟ କରି ଖୁସି ପାଇବେ। ସ୍ତ୍ରୀ ଓ ସାଙ୍ଗଙ୍କ ମତ ମତଭେଦ ହୋଇପାରେ। ବଳକା ରହିଯାଇଥିବା କାର୍ଯ୍ୟ ଆଜି ଶେଷ ହେବ। ନିଜର ମନ ସ୍ଥିର କରି କାର୍ଯ୍ୟକ୍ଷେତ୍ରରେ ମନ ଦିଅନ୍ତୁ। ସାଙ୍ଗସାଥି କାମରେ ସହଯୋଗ କରିବେ। ଶତ୍ରୁ ବିଜୟ ହେବେ।

କର୍କଟ: ଆଜି ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଉଛି। ଦେହ ଓ ମନ ଭଲ ରହିବ ନାହିଁ। ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ। ବ୍ୟସ୍ତତା ଓ ମାନସିକ ଚାପ ବଢିବ। ବଦ୍‌ଖର୍ଚ୍ଚ ବଢିବ। ଭଲ ପାଉଥିବା ବ୍ୟକ୍ତିଙ୍କ ସହ ତିକ୍ତତା ହେବ। ଯାତ୍ରା ବର୍ଜନ କରନ୍ତୁ। ମନକୁ ନିୟନ୍ତ୍ରଣରେ ରଖନ୍ତୁ।

ସିଂହ: ଆଜି ଦିନଟିରେ ଆପଣ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ। ନିଜ ମାତାଙ୍କ ସଙ୍ଗେ ଆପଣଙ୍କ ସମ୍ପର୍କ ତିକ୍ତ ହୋଇପାରେ। ଆପଣ ରୁକ୍ଷ ବ୍ୟବହାର ଏବଂ କଥା କହିବାର ଶୈଳି ଯୋଗୁଁ ତର୍କର ମୁଖ୍ୟ କାରଣ ହୋଇପାରେ। ଏହାର ସମାଧାନ ଘଟଣା ଘଟିବାର ପ୍ରାରମ୍ଭରୁ ସମାଧାନ ହୋଇଯିବା ଉଚିତ। କାଗଜ ପତ୍ର କାର୍ଯ୍ୟ ଓ ଜଳଠାରୁ ସତର୍କତା ଅବଲମ୍ୱନ କରନ୍ତୁ। ଆପଣଙ୍କର ଗୋଟିଏ ଭୁଲ ପାଇଁ ନିଜ ଭାଗ୍ୟ ଆପଣଙ୍କୁ ରସାତଳଗାମୀ କରିପାରେ।

କନ୍ୟା: ଶରୀର ସୁସ୍ଥ ରହିଲେ ମନ ଆପେ ଆପେ ସୁସ୍ଥ ରହିବ। ଏହି ତଥ୍ୟକୁ ଭିତ୍ତିକରି ଆପଣଙ୍କ ଶରୀର ଓ ମନ ଆଜି ସୁସ୍ଥ ରହିବ। ଯଦ୍ବାରା ଆପଣ ଆଜି ଦିନ ସାରା ପ୍ରଫୁଲ୍ଳିତ ରହିବେ। କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ନିଜର ଗୁରୁତ୍ତ୍ୱପୁର୍ଣ୍ଣ ସମୟକୁ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ବିତାଇବେ। ପ୍ରତିଦାନରେ ଆପଣ ସେମାନଙ୍କଠାରୁ ବିନାଚୁକ୍ତିରେ ସାହାଯ୍ୟ ପାଇପାରିବେ। ଆପଣଙ୍କର ଆଧ୍ୟାତ୍ମିକ ଜ୍ଞାନ ଯୋଗୁଁ ପ୍ରତିଷ୍ଠା ଲାଭ କରିବେ।

ତୁଳା: ଆପଣ ମନ ଏକ ଦୋଳାୟମାନ ଅବସ୍ଥାରେ ରହିବ। ଯାହାଦ୍ୱାରା ଆପଣ କୌଣସି ସିଦ୍ଧାନ୍ତ ନେବାରେ କଷ୍ଟ ଅନୁଭବ କରିପାରନ୍ତି। କୌଣସି ଗୁରୁତ୍ତ୍ୱପୁର୍ଣ୍ଣ କାର୍ଯ୍ୟ କରିବାପାଇଁ ଆଜି ଦିନଟି ଆଦୌ ଅନୁକୂଳ ନୁହେଁ। ଆପଣଙ୍କର ଜିଦଖୋର ପ୍ରକୃତି ଆପଣଙ୍କୁ ତଥା ଅନ୍ୟମାନଙ୍କୁ ବହୁ ଅସୁବିଧାରେ ପକାଇପାରେ। ଗୋଟିଏ ଛୋଟିଆ ବୁଝାମଣା ପାଇଁ ଆପଣ ଅନ୍ୟମାନଙ୍କୁ ସାହାଯ୍ୟପ୍ରଦାନ କରି ସେମାନଙ୍କୁ ଅସୁବିଧାରୁ ଉଦ୍ଧାର କରିପାରିବେ। ଆଜି ଦିନଟି ଆର୍ଥିକ ସ୍ୱଚ୍ଛଳତା ରହିବ। ନିଜର ଶରୀରର ଯତ୍ନ ନିଅନ୍ତୁ।

ବିଛା: ଆଜି ଆପଣ ନିଜର ଶରୀର ଓ ମନର ଆବସ୍ଥାକୁ ନିଜ ବଶରେ ରଖିବାକୁ ସମର୍ଥ ହେବେନାହିଁ। ଆଜି ପରିବାର ସହ ବାହାରକୁ ଯାଇପାରନ୍ତି। ପାରିବାରିକ ଜୀବନ ସହଜ ଓ ସରଳ ହୋଇପାରେ। ଆପଣ ନିଜର ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ବ୍ୟଗ୍ରତା ପ୍ରକାଶ କରିବେ ଏବଂ ସେମାନଙ୍କର ସୌଖ୍ୟ ଆପଣଙ୍କ ମୁହଁରେ ହସ ଫୁଟାଇବ। ଆପଣ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯାଇ ସମୟ ଅତିବାହିତ କରିପାରନ୍ତି।

ଧନୁ: ଆପଣଙ୍କର ବ୍ୟବହାର ଓ କଥାବାର୍ତ୍ତାରେ ସଂମଯତା ରକ୍ଷା ନ କରିବାର ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ। ଆପଣ ଆଜିର ଅଧିକାଂଶ ସମୟ ଯୁକ୍ତିତର୍କ ଏବଂ ଏହାର ଉତ୍ପତ୍ତି ବିଷୟରେ ଆଲୋଚନାରେ ବ୍ୟସ୍ତ ରହିବେ। ଆପଣଙ୍କର ସୁଖଦୁଃଖରେ ଭିଗୀ ହେବାକୁ ପ୍ରିୟଜନମାନେ ସହଯୋଗ କରିବେ। ଶାରୀରିକ ସୁସ୍ଥତା ବଜାୟୀ ରହିବ।

ମକର: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ। ଆଜି ଆପଣ ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ସ୍ନେହୀ ବନ୍ଧୁବାନ୍ଧବଙ୍କ ସାକ୍ଷାତ ଲାଭ କରିପାରନ୍ତି। ବିବାହ ସୁତ୍ରରେ ଆବଦ୍ଧ ହୋଇ ସ୍ଥାୟୀ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ। କୌଣସି ବନ୍ଧୁଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଉପହାର ପାଇପାରନ୍ତି। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ବ୍ୟବସାୟରେ ଆଶାଜନକ ସଫଳତା ମିଳିବ। ବିଳାସବ୍ୟସନରେ ଅଯଥା ଅତ୍ୟଧିକ ଖର୍ଚ୍ଚାନ୍ତ ଯୋଗ ଅଛି।

କୁମ୍ଭ: ଆଜି ଆପଣଙ୍କର ଶାରୀରିକ ଏବଂ ମାନସିକ ଶାନ୍ତି ଅବ୍ୟାହତ ରହିବ। ବୃତ୍ତିଗତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ଉତ୍ତମ ବୋଲି ଗୃହିତ ହୋଇପାରେ। ଏହା ଆପଣଙ୍କୁ ଉତ୍ସାହ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସହକର୍ମୀମାନଙ୍କ ସହଯୋଗ ପ୍ରଦାନରେ ଅତ୍ୟନ୍ତ ଆନନ୍ଦିତ ହେବେ। ସାମାଜିକ ଜୀବନରେ ଆପଣଙ୍କର ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ଓ ପ୍ରିୟଜନମାନେ ମଧ୍ୟ ଗର୍ବିତ ହେବେ।

ମୀନ: କାହାକୁ ସନ୍ଦେହ କରନ୍ତୁ ନାହିଁ। ଆପଣ ନିଜକୁ ଶିଥିଳ ମନେ କରିବେ ଏବଂ ମାନସିକ ଦୁଶ୍ଚିନ୍ତା ବ଼ଢିବ। ମୂଲ୍ୟହିନ ଏବଂ ଅଦରକାରୀ ଚିନ୍ତା ମନକୁ ଆଚ୍ଛନ୍ନ କରି ରଖିବ। ପ୍ରତିଯୋଗୀ ଓ ଦୁର୍ନାମ ରଚନାକାରୀଙ୍କ ସହ ଝଗଡା ହେବାର ସମ୍ଭାବନା ଅଛି। ତେଣୁ ସେଇ ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.