ନୂଆଦିଲ୍ଲୀ: ଏକ ସୁନ୍ଦର ଜୀବନଶୈଳୀର ରହସ୍ୟ ସୁସ୍ଥ ଖାଦ୍ୟ । ପ୍ରିତିଦିନ ଉପଯୁକ୍ତ ପରିମାଣର ପୋଷଣ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିବା ସମସ୍ତଙ୍କ ପାଇଁ ସହଜ ନୁହଏ, ଏହା କେତେକଙ୍କ ପାଇଁ ଚ୍ୟାଲେଞ୍ଜ ଅଟେ । ସମସ୍ତ ପ୍ରକାର ଖାଦ୍ୟ ପ୍ରତି ଯେତେବେଳେ ଅଧିକ ଲୋଭ ବଢିଯାଏ, ବା ଆପଣ ମନ ଇଚ୍ଛା ଖାଦ୍ୟ ଗ୍ରହଣ କରିଥାନ୍ତି, ସେତେବେଳେ ଏକ ଡାଏଟ୍ ପ୍ଲାନ୍ ଚ୍ୟାଲେଞ୍ଜ ସୃଷ୍ଟି କରେ । ତେଣୁ ଏକ୍ସପର୍ଟ ଏକ ସୁସ୍ଥ ଏବଂ ସନ୍ତୁଳିତ ଜୁସ୍ର ଲିଷ୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଭିଟାମିନ୍ ଏବଂ ମିନେରାଲ୍ସ ଭରି ରହିଛି । ଏହି ସୁସ୍ଥକର ପାନୀୟ ଦ୍ବାରା ଆପଣ ଯେତେବେଳେ, ଯେଉଁଠାରେ ବି ଗ୍ରହଣ କରିପାରିବେ । ଏଥିପାଇଁ ଅଧିକ ସମୟ ଅପଚୟ କରିବ ନାହିଁ ଏବଂ ଶକ୍ତି ମଧ୍ୟ ଯୋଗାଇବ । ନିମ୍ନରେ ଏସବୁ ପାନୀୟ ଜଳ ବାବଦରେ ବର୍ଣ୍ଣନା କରାଯାଇଛି...
Cranberry Juice UTI Drink
ଏହି UTI ରସ ପାନ ହେଉଛି ଏକ ମିଠା ରସ ଯେଉଁଥିରେ କ୍ରାନବେରୀ ଏକ୍ସଟ୍ରାକ୍ଟ ଏବଂ ୨୪ଟି ହର୍ବାଲ୍ ଉପାଦାନ ରହିଥାଏ ଯାହା UTI(Urinary Tract Infection)କୁ ପରିଚାଳନା ଏବଂ ଶେଷରେ ରୋକିବାରେ ସାହାଯ୍ୟ କରେ । ଆୟୁର୍ବେଦିକ ଔଷଧର ଏକ ନିଆରା ମିଶ୍ରଣ, ଏହି ପାନ Burning Sensation(କ୍ଷତ ବା ପୋଡୁଥିବା ଆଘାତ ସ୍ଥାନ) ଏବଂ ଜୀବାଣୁ ସଂକ୍ରମଣ ରୋକିବାରେ ସାହାଯ୍ୟ କରେ । UTIର ରକ୍ଷଣାବେକ୍ଷଣ ପାଇଁ ଏକ ସୁବିଧାଜନକ ଏବଂ ପ୍ରାକୃତିକ ଉପାୟ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପାନୀୟ ଉପଯୁକ୍ତ, କାରଣ Cranberry ରସକୁ ନିୟମିତ ଖାଇବା ଦ୍ୱାରା ଯନ୍ତ୍ରଣା କମିଥାଏ ।
Kapiva Juice
ଆୟୁର୍ବେଦର କପିଭା ଏକାଡେମୀର ସାର୍ଟିଫାଏଡ୍ ବୈଦ୍ୟ ଦ୍ୱାରା ନିର୍ମିତ, ଡାଏ ଫ୍ରି ଜୁସ୍ ମଧୁମେହକୁ ପରିଚାଳନା କରିବା ପାଇଁ ଏକ ଭଲ ହର୍ବାଲ୍ ମିଶ୍ରଣ । ୧୦୦% ଆୟୁର୍ବେଦିକ ଐଷଧରୁ ପ୍ରସ୍ତୁତ ଏହି ଫଳ ରସ ହେଉଛି ୪୫ଆମଲା, ୨୪ ଜାମୁନ୍ ମଞ୍ଜି ଏବଂ ଗୋଟିଏ କଲରାର ମିଶ୍ରଣ । ଏହି ରସ ଶରୀରରେ ସୁଗାର ସ୍ତରକୁ ପ୍ରାକୃତିକ ଭାବରେ ବଜାୟ ରଖିବାରେ ସାହାଯ୍ୟ କରେ ।
Oats Juice
ଡେରୀ ଏବଂ ଲାକ୍ଟୋଜ୍ ମୁକ୍ତ ଓଟ୍ସ ପାନୀୟ ହେଉଛି ଏକ ସ୍ବିକୃତିପ୍ରାପ୍ତ ଜୈବ ଉତ୍ପାଦ । ଏହା କେବଳ ଓଟ୍ସରୁ ପ୍ରସ୍ତୁତ ହୋଇଥାଏ । ଓଟ୍ କ୍ଷୀରରେ କୋଲେଷ୍ଟ୍ରଲ ନଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ରକ୍ତରେ ଖରାପ କୋଲେଷ୍ଟ୍ରଲ (lower bad cholesterol) ମଧ୍ୟ କମିପାରେ । ଏହା ବିଟା-ଗ୍ଲୁକନରେ ଅଧିକ, ହାର୍ଟ ପାଇଁ ଉପକାରୀ ହୋଇ ଥିବାବେଳେ ମେଟାବୋଲିଜିମ୍(ହଜମ ପ୍ରକ୍ରିୟା) ବୁଷ୍ଟ ମଧ୍ୟ କରିଥାଏ ।
Metabolism Booster Shots by Akika
ତିନୋଟି ଶକ୍ତିଶାଳୀ ଉପାଦାନ-ଗ୍ରୀନ୍ ଟି, ଆପଲ୍ ସାଇଡର୍ ଭିନେଗାର ଏବଂ ଫେନେଲ୍ ବୁଷ୍ଟର୍ ସଟ୍ଗୁଡ଼ିକ ପ୍ରାକୃତିକ ଭାବରେ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ତିନିଟି ଉପାଦାନ ପାନୀୟ ଅସ୍ୱାସ୍ଥ୍ୟକର ଓଜନ, କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରେ । ଓଜନ ସନ୍ତୁଳନ ରକ୍ଷା କରିବାକୁ ଚାହୁଁଥିଲେ ଏହି ଜୁସ୍ ଅଧିକ ଲାଭଦାୟକ ।
BP Care Juice
କପିଭା ବିପି କେୟାର ଜୁସ୍ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା Arjuna, Lahsun, Sarpagandha, Brahmi, Guggul ଇତ୍ୟାଦି ହାର୍ଟ ମାଂସପେଶୀକୁ ମଜବୁତ କରିବାରେ ଏବଂ ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।