ETV Bharat / state

ଶୋଇଥିବା ବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୃତ୍ତ - ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ହତ୍ୟା

ଖଳାରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା କରିଛି ଦୃର୍ବୃତ୍ତ। ଅଧିକ ପଢ଼ନ୍ତୁ...

old man killed by unknown person, old man killed while sleeping, bantiguda of malkangiri,  ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ, ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ହତ୍ୟା, ମାଲକାନଗିରି ବନଟିଗୁଡା
ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ
author img

By

Published : Jan 3, 2020, 6:16 PM IST

Updated : Jan 3, 2020, 9:30 PM IST

ମାଲକାନଗିରି: ଜିଲ୍ଲାର ବଟନିଗୁଡା ଠାରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ କେହି ଜଣେ ଦୃର୍ବୃତ୍ତ ବୃଦ୍ଧଙ୍କୁ ହାଣି ହତ୍ୟା କରିଛି। ମୃତକ ଜଣଙ୍କ ହେଲେ କାଲିମେଳା ଥାନା ଅନ୍ତର୍ଗତ ବଟନିଗୁଡା ଗ୍ରାମର ଦେବା ମାଡକାମୀ ବୋଲି ଜଣାପଡିଛି।

ଶୋଇଥିବା ବେଳେ ବୃ୍ଦ୍ଧଙ୍କୁ ଟାଙ୍ଗିଆରେ ହାଣିଲା ଦୃର୍ବୁତ୍ତ

ମୃତକ ଦେବା ନିଜ ଧାନ ଖଳାରେ ରାତିରେ ଶୋଇଥିବା ସମୟରେ କେହି ଜଣେ ଦୃର୍ବୃତ୍ତ ତାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ଗ୍ରାମରେ ଗଛ କାଟିବା ଓ ବନ ବିଭାଗ ଦ୍ଵାରା ପଟା ଜବତ ଘଟଣାକୁ କେନ୍ଦ୍ର କରି ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଘଟଣାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି। କାଲିମେଳା ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ବଟନିଗୁଡା ଠାରେ ବୃଦ୍ଧଙ୍କୁ ହତ୍ୟା । Body:ରାତିରେ ସୋଇଥିବା ବେଳେ ଧାରୁଆ ଅସ୍ତ୍ର ରେ ଦୁର୍ବୁତ୍ତ ହାଣି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ କାଲିମେଳା ଥାନା ଅନ୍ତର୍ଗତ ବଟନିଗୁଡା ଗ୍ରାମର ଦେବା ମାଡକାମୀ । ସେ ନିଜ ଧାନ ଖଳାରେ ରାତିରେ ସୋଇଥିବା ସମୟରେ କେହି ଜଣେ ଦୁର୍ବୁତ୍ତ ଟାଙ୍ଗିଆ ରେ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ଗ୍ରାମରେ ଗଛ ପଟା କାଟିବା ଓ ବନ ବିଭାଗ ଦ୍ଵାରା ପଟା ଜବତ ଘଟଣା କୁ କେନ୍ଦ୍ର କରି ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଘଟଣା କୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥାଏ ପାରେ ବି ଅନୁମାନ କରାଯାଉଥିବା ବେଳେ କାଲିମେଳା ଥାନା ପୋଲିସ ଘଟଣା ସ୍ତଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ବାଇଟ- ମୃତକ ଙ୍କ ସମ୍ପର୍କୀୟConclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
Last Updated : Jan 3, 2020, 9:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.