ETV Bharat / state

ଟିକ୍‌ଟକ୍‌ ନିଶା: ଦୁଇ ମହଲାରୁ ଖସି ପଡିଲେ ଯୁବକ - tiktok video

ଟିକ୍‌ଟକ୍‌ ଭିଡିଓ ବନେଇବାବେଳେ ଦୁଇ ମହଲା ଛାତରୁ ଖସି ପଡିଲେ ଯୁବକ । ଘଟଣା ଘଟିଛି ରାଉରକେଲାରେ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା ଟିକ୍‌ଟକ୍‌ ନିଶା
author img

By

Published : Oct 15, 2019, 9:03 PM IST

Updated : Oct 16, 2019, 4:06 PM IST

ରାଉରକେଲା: ଟିକ୍‌ଟକ୍‌ ନିଶାରେ ଯୁବପିଢି । ଯୁବବର୍ଗକୁ କିମିଆ କରିଛି ଟିକ୍‌ଟକ୍ । ଏମିତିକି ଟିକ୍‌ଟକ୍‌ ଭିଡିଓ ବନେଇବା ଯୁବକ ଓ ଯୁବତୀ ମାନେ ମାନୁନାହାନ୍ତି ବନ୍ଧବାଡ । ଟିକ୍‌ଟକ୍‌ ପାଇଁ ଅନେକଙ୍କ ପ୍ରାଣ ମଧ୍ୟ ଯାଇଥିବା ନଜିର୍ ରହିଥିବାବେଳେ ରାଉରକେଲାରେ ଜଣେ ଯୁବକ ଦୁଇ ମହଲା ଖସି ପଡିଥିବା ଘଟଣା ସାମ୍ନାକୁ ଆସିଛି ।

ମହଙ୍ଗା ପଡିଲା ଟିକ୍‌ଟକ୍‌ ନିଶା

ଯୁବକ ଜଣକ ହେଲେ ରାଉରକେଲାର ଅଲିନ ଗୋଚ୍ଛାୟତ । ସେ ଟିକ୍‌ଟକ୍‌ ଭିଡିଓ ବନେଇବା ପାଇଁ ସେକ୍ଟର-6ରେ ଥିବା ଏକ ପରିତ୍ୟକ୍ତ କ୍ବାଟରକୁ ଯାଇଥିଲେ । ସେଠାରେ ଭିଡିଓ କରୁଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନା ପରେ ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଟିକ ଟକ ଭିଡ଼ିଓ ବନାଇବା ସଉକ ଯୁବକଙ୍କ ଲାଗି ହେଲା କାଳ
ରାଉରକେଲା- ଟିକ ତାଙ୍କ ଭିଡିଓ ତିଆରି କରିବା ସମୟ ରେ ଯୁବକ ଦୁଇଟଲଲ ରୁ ଖସି igh ରେ ଚିକିତ୍ସା ପାଇଁ ଭର୍ତି ହୋଇଛି।ରାଉରକେଲା ଗୋଳଘର ଅଞ୍ଚଳର ଜଣେ ଯୁବକ ଅଲିନ ଗୋଛୟତ 6 ନମ୍ବର ସେକ୍ଟରରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ପରିତ୍ୟକ୍ତ କ୍ୱାର୍ଟର ର ଦୁଇ ତାଲା ଛାତ ଉପରେ ଅନ୍ୟ ଜଣେ ସାଙ୍ଗକୁ ନେଇ ଟିକଟକ ଭିଡ଼ିଓ ବନାଉଥିଲା ।

Body:ଏହି ଦୃଶ୍ୟକୁ ଅଲିନ ସାଙ୍ଗ ରେକର୍ଡ଼ିଂ କରୁଥିବା ବେଳେ ଅସାବଧାନତା ହେଉ କି ଅତ୍ୟଧିକ ଉତ୍ସାହ ହେଉ ଅଲିନ ଛାତ ଉପରୁ ତଳକୁ ଖସି ପଡ଼ିଲା ।

Conclusion: ଅଲିନ ର ସାଙ୍ଗ ଏବଂ ପଡୋଶୀ ତାକୁ ପ୍ରଥମେ ରାଉରକେଲା ସରକାରି ଡାକ୍ତରଖାନା ନେଲେ ଏବଂ ଅବସ୍ଥା ଗୁରୁତର ହେବାରୁ IGH କୁ ନେଇ ଭର୍ତ୍ତି କରିଛନ୍ତି ।
Last Updated : Oct 16, 2019, 4:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.