ETV Bharat / state

କୋରୋନା ଆଇସୋଲେସନ ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା ସ୍ଥିତ ଆଇସୋଲେସନ କେନ୍ଦ୍ରରେ ହିମାଚଳ ଫେରନ୍ତା ଆନନ୍ଦ ଲାକ୍ରା ନାମକ ଯୁବକଙ୍କ ଆତ୍ମହତ୍ୟା । ଅଧିକ ପଢନ୍ତୁ...

author img

By

Published : Apr 8, 2020, 8:52 PM IST

Young man committed suicide at Corona Isolation Center
କୋରୋନା ଆଇସୋଲେଶନ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା: କୋରୋନା ପାଇଁ ଦେଶବ୍ୟାପୀ ଲକଡାଉନ ଚାଳିଥିବା ବେଳେ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବଡଗାଁ ଅଞ୍ଚଳରେ ଅଭାବନୀୟ ଘଟଣା । ହିମାଚଳ ଫେରନ୍ତା ଆନନ୍ଦ ଲାକ୍ରା ନାମକ ଯୁବକଙ୍କ ଆଇସୋଲେସନ କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି ।

ସୂଚନା ମୁତାବକ, ମୃତକ ଜଣକ ହିମାଚଳରୁ ଫେରିଥିବା ବେଳେ ଗତ ମଙ୍ଗଳବାର ତାଙ୍କୁ କୋରୋନା ସନ୍ଦିଗ୍ଧ ଭାବେ ଏହି ଆଇସୋଲେସନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଆଜି (ବୁଧବାର) ଆଇସୋଲେସନ କେନ୍ଦ୍ର ପରିସରରେ ଥିବା ଏକ ଗଛରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ଗୁରୁଣ୍ଡିଆ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ମୃତକଙ୍କ ବଡବାପା ସରକାରଙ୍କ ତରଫରୁ ସାହାଯ୍ୟ କରାଯାଉ ବୋଲି ଦାବି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.