ETV Bharat / state

ନିଆଁରେ ପୋଡି ହୋଇ ମହିଳା ମୃତ - ମହିଳା

ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କର ରାଉରକେଲା ସରକାରୀ ହସ୍ପିଟାଲରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ରାଉରକେଲା
author img

By

Published : May 1, 2019, 8:40 PM IST

ରାଉରକେଲା: ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କର ରାଉରକେଲା ସରକାରୀ ହସ୍ପିଟାଲ ରେ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କୁ 18 ବର୍ଷ ହୋଇଥିବା ବେଳେ ତାଙ୍କର 4 ମାସର ଛୁଆ ରହିଥିବା ଜଣା ପଡିଛି । ରାଜଗାଙ୍ଗପୁର ଥାନା ତଲକିପଡାର ମୁସ୍କାନ ମୁଖୀର ବିବାହ କୂଟର ଥାନା ଅଂଚଳ ରେ ଦିବାକର ମୁଖୀ ସହିତ ହୋଇଥିଲା । ଘଟଣା ପର ଠାରୁ ତାର ସ୍ବାମୀ ଫେରାର ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଘରୁ ଧୁଆଁ ବାହାରୁଥିବା ଦେଖି ଗ୍ରାମବାସୀ ଦଉଡି ଆସିବା ସହ ମହିଳା ଜଣଙ୍କ ପଡିଥିବାର ଦେଖିବା ପରେ ତାଙ୍କୁ ହସ୍ପିଟାଲ ଆଣିଥିଲେ ।

ଶ୍ବଶୁର ଘର ଲୋକ ତାକୁ ପୋଡି ମାରିଦେବା ସହ ଘଟଣାକୁ ଚାପିବା ପାଇଁ ପ୍ରୟାସ କରି ଏ ସମ୍ପର୍କରେ କିଛି ସୂଚନା ଦେଇ ନ ଥିଲେ ବୋଲି ମୃତକ ମହିଳାର ଘର ଲୋକ ଅଭିଯୋଗ କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.