ETV Bharat / state

କଂଗ୍ରେସ କାର୍ଯ୍ୟାଳୟରେ ଗଣ୍ଡଗୋଳ, ବୈଠକ ବାତିଲ - କଂଗ୍ରେସ ପିସିସି ପରିବର୍ତ୍ତନ

କଂଗ୍ରେସର ସୁନ୍ଦରଗଡ଼ ତଥା ରାଉରକେଲା ଜିଲ୍ଲା ପର୍ଯ୍ୟବେକ୍ଷକ ଯଜ୍ଞେଶ୍ବର ବାବୁ ଆଜି କଂଗ୍ରେସ କର୍ମୀ ଓ ନେତାଙ୍କୁ ନେଇ ବୈଠକ କରୁଥିବା ବେଳେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Oct 30, 2019, 3:01 PM IST

ରାଉରକେଲା: ଏପଟେ କଂଗ୍ରେସ ପିସିସି ପରିବର୍ତ୍ତନ ନେଇ କନ୍ଦଳ ଦେଖାଦେଇଥିବା ବେଳେ ଆଜି ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଛି। କଂଗ୍ରେସର ସୁନ୍ଦରଗଡ଼ ତଥା ରାଉରକେଲା ଜିଲ୍ଲା ପର୍ଯ୍ୟବେକ୍ଷକ ଯଜ୍ଞେଶ୍ବର ବାବୁ ଆଜି କଂଗ୍ରେସ କର୍ମୀ ଓ ନେତାଙ୍କୁ ନେଇ ବୈଠକ କରୁଥିବା ବେଳେ, ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ପରିସ୍ଥିତି ଏମିତି ହେଲା ଯେ ବୈଠକ ବାତିଲ କରିବାକୁ ପଡିଥିଲା। ଯଜ୍ଞେଶ୍ବର ବାବୁଙ୍କ ସମ୍ମୁଖର ହୋଇଥିବା ଗଣ୍ଡଗୋଳରେ ଏହା ସ୍ପଷ୍ଟ ହୋଇଥିଲା ଯେ, କଂଗ୍ରେସରେ ଏବେ 'ଅଲ ଇଜ ନଟ ୱେଲ' । ରାଉରକେଲା ଜିଲ୍ଲା ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା ଏହି ଗଣ୍ଡଗୋଳର ମୁଖ୍ୟ କାରଣ ବୋଲି କୁହାଯାଉଛି।

ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଗତ ନିର୍ବାଚନର ଫଳ କଂଗ୍ରେସ ଦେଖିସାରିଛି । ତଥାପି ଦଳ ମଧ୍ୟରେ ଏଭଳି ମତାନ୍ତର ମୁଖିଆଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ ଗଣ୍ଡଗୋଳ।
ରାଉରକେଲା-ଆଜି ରାଉରକେଲା କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ଦଳର ଦୁଇ ଗୋଷ୍ଟି ମଧ୍ୟରେ ହୋଇଛି ଗଣ୍ଡଗୋଳ . କଂଗ୍ରେସର ସୁନ୍ଦରଗଡ଼ ତଥା ରାଉରକେଲା ଜିଲା ପର୍ଯ୍ୟବେକ୍ଷକ ଜଞଶ୍ୱର ବାବୁ ଆଜି କଂଗ୍ରେସ କର୍ମୀ ନେତାଙ୍କୁ ନେଇ ବୈଠକ କରୁଥିବା ବେଳେ , କଂଗ୍ରେସ ର ଦୁଇ ଗୋଷ୍ଟି ମଧ୍ୟରେ ଦେଖିବାକୁ ମିଳିଥିଲା ଗଣ୍ଡଗୋଳ ।

Body:ପରିସ୍ଥିତି ଏମିତି ହେଲାଯେ ବୈଠକ ବାତିଲ କରିବାକୁ ପଡି ଥିଲା। ଯଜ୍ଞଶ୍ୱର ବାବୁଙ୍କ ସମୁଖର ହୋଇଥିଲା ଗଣ୍ଡଗୋଳ ଦ୍ୱାରା ସ୍ପଷ୍ଟ ହୋଇଛି କି କଂଗ୍ରେସ ଭିତରେ ସବୁ ଠିକ ନାହିଁ ତଥା ଗୋଷ୍ଟି କନ୍ଦଳ ଲାଗି ରହିଛି।
ରାଉରକେଲା ଜିଲା ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା ଏହି ଗଣ୍ଡଗୋଳର ମୁଖ୍ୟ କାରଣ ବୋଲି କୁହ ଯାଉଛି।Conclusion:ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲା ରେ କଂଗ୍ରେସ ମଧ୍ୟ ରେ ଗୋଷ୍ଟି କନ୍ଦଳ ଯୋଗୁ ଗତ ନିର୍ବାଚନ ପରିଣାମ ତାଙ୍କ ସପକ୍ଷରେ ଯାଇ ନ ଥିଲା କିନ୍ତୁ ଗସ୍ତ କନ୍ଦଳ କଁ ହେଉ ନ ଥିବା କଂଗ୍ରେସ ସଂଗଠନ ପାଇଁ ଚିନ୍ତା ର କାରଣ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.