ETV Bharat / state

କିନ୍ନରଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିଲା ଆରଏମସି - ରାଉରକେଲା ନ୍ୟୁଜ

ଗୁରୁବାର ପ୍ରଥମ ଥର ରାଉରକେଲା ମହାନଗର ନିଗମ ତରଫରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । କିନ୍ନରମାନେ ମହାନଗର ନିଗମକୁ ଏହି ସହାୟତା ପାଇଁ ଧନ୍ୟବାଦ ଦେଇଛନ୍ତି ।

ଆରଏମସି ପକ୍ଷରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

author img

By

Published : Apr 23, 2020, 5:21 PM IST

ରାଉରକେଲା: ଲକଡାଉନ ସମୟରେ ରାଉରକେଲା ଅଞ୍ଚଳରେ ବସବାସ କରୁଥିବା କିନ୍ନରମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେମାନଙ୍କ ଆୟ ବନ୍ଦ ହୋଇ ଯାଇଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗୁରୁବାର ପ୍ରଥମ ଥର ରାଉରକେଲା ମହାନଗର ନିଗମ ତରଫରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ବାସନ୍ତୀ କଲୋନୀ, ଗୋପବନ୍ଧୁପାଲ୍ଲୀ , ବନ୍ଧମୁଣ୍ଡା ଅଞ୍ଚଳରେ ରହୁଥିବା କିନ୍ନରମାନଙ୍କୁ ଗୁରୁବାର ଚାଉଳ,ଡାଲି, ଆଳୁ ସହିତ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।

ଆରଏମସି ପକ୍ଷରୁ କିନ୍ନରମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ମହାନଗର ନିଗମର ଟିମ ସହିତ ସୁନ୍ଦରଗଡ ଜିଲ୍ଲା ଟ୍ରାନ୍ସଜେଣ୍ଡର ଓ କିନ୍ନର ଆସୋସିଏସନର ସଭାପତି ଜୋୟା ତ୍ରିପାଠୀ ଖାଦ୍ୟ ବିତରଣବେଳେ ସହଯୋଗ କରିଥିଲେ । କିନ୍ନରମାନେ ମହାନଗର ନିଗମକୁ ଏହି ସହାୟତା ପାଇଁ ଧନ୍ୟବାଦ ଦେଇ ଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.