ETV Bharat / state

ଗୋରୁ ଚାଲାଣ ରୋକିବାକୁ ରାସ୍ତାକୁ ଓହ୍ଲାଇଲା ବଜରଙ୍ଗ ଦଳ - ବଜରଙ୍ଗ ଦଳ

ରାଉରକେଲାରେ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗୋରୁ ଚାଲାଣ ରୋକିବାକୁ ରାସ୍ତାକୁ ଓହ୍ଲାଇଲେ ବଜରଙ୍ଗ ଦଳ । ଏଥିପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ନକଲେ ନିଜସ୍ବ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 15, 2019, 3:33 PM IST

ରାଉରକେଲା: ଗୋରୁ ଚାଲାଣ ରୋକିବା ପାଇଁ ବଜରଙ୍ଗ ଦଳ ପକ୍ଷରୁ ଆରମ୍ଭ ହୋଇଛି ଶୋଭାଯାତ୍ରା । ସହରର ଆରଏମସି କାର୍ଯ୍ୟାଳୟରୁ ବାହାରି ଏସପି ଛକରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଜିଲ୍ଲାର ବିଭିନ୍ନ ଭାଗରେ ଗାଈ ଚାଲାଣ କରାଯାଉଥିବାବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆଇନ ରହିଛି । ହେଲେ ଗୋରୁ ଚାଲାଣ ରୋକିବାର ନାଁ ଧରୁନି । ଫଳରେ ବଜରଙ୍ଗ ଦଳ ଏହାକୁ ପ୍ରତିବାଦ ଜଣାଇ ଶୋଭାଯାତ୍ରାରେ ବାହାରିଛନ୍ତି । ଆଗାମୀ ଦିନରେ ଯଦି ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ କରାନଯାଏ, ତେବେ ବଜରଙ୍ଗ ଦଳ ସିଧାସିଧା କାର୍ଯ୍ୟାନୁଷ୍ଠାନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବଜରଙ୍ଗ ଦଳ ର ଏକ ଶୋଭାଯାତ୍ରା ଆରଏମସି କାର୍ଯଳୟ ନିକଟ ସୁ ବାହାରି ଏସପି କାର୍ଯଳୟ ପହଂଚି ଥିଲା। ଏକ ଦାବି ପତ୍ର ପ୍ରଦାନ କରି ରାଉରକେଲା ପୋଲିସ ଜିଲ୍ଲା ଅଂଚଳ ରର ଗାଈ ଚାଲାଣ,ଗାଈମାନ୍ସ କାରବାର ବନ୍ଦ କରିବା ପାଇଁ ଅନୁରୋଧ କର ଯାଇ ଥିଲା।

Body:ଜିଲ୍ଲା ର ବିଭିନ୍ନ ଭାଗରେ ଗାଈ ଚାଲାଣ ହେଉଛି ତଥା ଗାଈ ମନ୍ସ କାରବାର ଚାଲିଛି ।ଓଡିଶା ରେ ଏହାକୁ ରୋକିବା ପାଇଁ ଆଇନ ରହିଛି ତଥା ପୋଲିସ ଏହାକୁ ରୋକିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ଦରକାର। ନଚେତ ବାଜରଙ୍ଗ ଦଳ ସିଧା କାର୍ଯନୁଷ୍ଠାନ କରିବ।

Conclusion:ବଜରଙ୍ଗ ଦଳ କର୍ମକର୍ତା ମାନେ ଶୋଭାଯାତ୍ରା ରେ ମହାନଗର ନିଗମ ନିକଟରୁ ବାହାରି ଆମ୍ବେଦକର ଛକ ହୋଇ ଏସପି ଆଫିସ କୁ ଯାଇ ଥିଲା। ସେଠାରେ ଦାବିପତ୍ର ପ୍ରଦାନ କର ଯାଇ ଥିଲା।
ବାଇଟ- ରାଜୁ ସିଂ, ପଶ୍ଚିମ ପ୍ରାନ୍ତ ପ୍ରମୁଖ,ବଜରଙ୍ଗ ଦଳ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.