ETV Bharat / state

ରାଜପଥରେ ଫସିଲା ଟ୍ରଲର, ଅଟକିଲା ଶହ ଶହ ଯାନବାହାନ - ଅଟକିଲା

ନିର୍ମାଣଧିନ ରାଜପଥରେ ଅଟକିଲା ମାତ୍ରାଧିକ ଗାଡ଼ି । ଦୀର୍ଘ ସମୟ ଫସିରହିଲେ ଯାତ୍ରୀ ।

ନଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା
author img

By

Published : Jul 8, 2019, 11:00 AM IST

ରାଉରକେଲା: ପାଲଲହଡ଼ା ନିକଟରେ ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ରାସ୍ତାରେ ଫସି ଯାଇଛି ଏକ ଟ୍ରଲର । ଫଳରେ ରାତି ତମାମ୍ ଆସୁଥିବା ସମସ୍ତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ରାଉରକେଲା ତଥା ବଣାଇକୁ ଆସୁଥିବା ବସ ଗୁଡିକ ଆସିପାରିନଥିଲେ । ଦୀର୍ଘ ସମୟ ଧରି ଶହ ଶହ ଯାତ୍ରୀ ମଧ୍ୟ ଫସି ରହିଥିଲେ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ଫସି ରହିଥିବା ଟ୍ରଲରକୁ ଉଦ୍ଧାର କରିବା ପରେ ଆଜି ସକାଳ 8.30ରେ ଗାଡି ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ମାତ୍ରାଧିକ ପରିମାଣର ଯାନବାହାନ ରାସ୍ତାରେ ରହିଥିବାରୁ ସ୍ବାଭାବିକ ହେବାକୁ ବହୁତ ସମୟ ଲାଗିଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ପଲଲହାଡ଼ା ନିକଟ ରେ ରାସ୍ତା ନିର୍ମାଣ କାମ ଯୋଗୁ ରାସ୍ତା ରେ ଏକ ଟ୍ରେଲର ଫନ୍ସି ଯାଇଥିଲା। ରାତି ରେ ବହୁତ ସମୟ ଧରି ବସ ତଥା ଟ୍ରକ ସହିତ ଅନ୍ୟ ଯାତ୍ରୀ ମନେ ଫନ୍ସି ରହି ଥିଲେ। ରାଉରକେଲା ତଥା ବଣାଇ କୁ ଆସଉଥିବା ବସ ଗୁଡିକ ଆସି ନ ଥିଲେ। ଯାତ୍ରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନଭୋଇ ଥିଲେ।Body:NH ରେ ନିର୍ମାଣ କାମ ଚାଲିଥିବେ ବେଳେ ଏକ ରାସ୍ତା ଦେଇ ହଜାର ହଜାର ଗାଡି ଯିବା ଆସିବା କରୁଥିଲେ. ରାସ୍ତା ପାର କରିବା ସମୟ ରେ ଏକ ଟ୍ରଲର ସେଠାରେ ଫନ୍ସି ଯାଇଥିବାଉ ଗାଡି ଚଳାଚଳ ରାତିସାରା ସମ୍ପୂର୍ଣ ଭାବରେ ବନ୍ଦ ହୋଇ ଯାଇ ଥିଲା। ଆଜି ପାଖାପାଖି ଦିନ 8.30 ରେ ଗାଡି ଚଳାଚଳ ଆରମ୍ଭ ହୋଇ ଥିଲା। କିନ୍ତୁ ଏତେ ଅଧିକ ଜମି ରହିଥିଲା କି ଗାଡି ଏହା ପରେ ମଧ ବହୁତ ସମୟ ଜମି ରେ ପଡି ରହିଲା.Conclusion:ବିଶେଷ କରି ରାଉରକେଲା ତଥା ବଣାଇ ପାଇଁ ବସ ଗୁଡିକ ସହିତ ଅନ୍ୟ ଗାଡି ଗୁଡିକ ଫନ୍ସି ଯାଇ ଥିଲେ। ଯାତ୍ରୀ ମାନେ ନାହିଁ ନ ଠିନା ଅସୁବିଧା ର ସମ୍ମୁଖୀନ ହୋଇଟିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.