ETV Bharat / state

ଟ୍ରକ-ଇନୋଭା ଧକ୍କାରେ ସ୍କୁଟି ଚାଳକ ମୃତ - ବନ୍ଧୁ ଘରକୁ ଯାଉଥିବାବେଳେ ସଡକ ଦୁର୍ଘଟଣା

ସୁନ୍ଦରଗଡର ଶିଉଡ଼ି ନିକଟସ୍ଥ 143 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ-ଇନୋଭା ମଧ୍ୟରେ ଧକ୍କା ହେବା ଫଳରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବନ୍ଧୁ ଘରକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାଉରକେଲା
author img

By

Published : Oct 4, 2019, 10:56 AM IST

ରାଉରକେଲା: ସୁନ୍ଦରଗଡର ଲାଠିକଟା ବ୍ଲକ ଶିଉଡ଼ି ନିକଟସ୍ଥ 143 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଟ୍ରକ-ଇନୋଭା ମଧ୍ୟରେ ଧକ୍କା ହେବା ଫଳରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ଶୁକ୍ରବାର ସକାଳେ ମୃତ ବ୍ୟକ୍ତି ଜଣକ ଅନୁଗୋଳରୁ ରାଉରକେଲାରେ ଥିବା ନିଜ ବନ୍ଧୁ ଘରକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରକ ଓ ଇନୋଭା ଗାଡି ପରସ୍ପର ମଧ୍ୟରେ ଧକ୍କା ହେବା ପରେ ସ୍କୁଟି ଚାଳକ ଉଭୟ ଗାଡି ମଧ୍ୟରେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ମୃତ୍ୟୁ ଏମିତି ଆସେ । ଟ୍ରକ ଏବଂ ଏକ ଇନୋଭା ଗାଡି ମଧ୍ୟରେ ଧକ୍କା ହେବା ପରେ ରାସ୍ତାରେ ଯାଉଥିବା ଜଣେ ସ୍କୁଟି ଆରୋହୀଙ୍କ ଦୁଇ ଗାଡି ମଝି ରେ ଚାପି ହୋଇ ମୃତ୍ୟୁ ହୋଇଛି ।

Body:ରାଉରକେଲା ନିକଟ ଲାଠିକଟା ବ୍ଲକ ର ଶିଉଡ଼ି ନିକଟ 143 ନମ୍ବର ଜାତୀୟ ରାଜପଥ ରେ ଏକ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଅରୋହି ଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଚାଳକ ଜଣକ ଅନୁଗୁଳର ଏବଂ ରାଉରକେଲା ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ ।

Conclusion:ଶୁକ୍ରବାର ସକାଳେ ଅନୁଗୁଳ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛ । କିଛି ସମୟ ଲାଗି ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରାସ୍ତା କ୍ଲିଅର କରୁଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.