ETV Bharat / state

ରାଉରକେଲାରେ ଚୂଡାନ୍ତ ପର୍ଯ୍ୟାୟରେ ଗଣତି ପ୍ରସ୍ତୁତି - Rourakela

ଦିନକ ପରେ ଆସିବ ନିର୍ବାଚନ ଫଳାଫଳ । ଘୋଷଣା ହେବେ ବିଜୟୀ ପ୍ରାର୍ଥୀଙ୍କ ନାମ । ସେନେଇ ଚୂଡାନ୍ତ ହୋଇଛି ଗଣତି ପ୍ରସ୍ତୁତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା
author img

By

Published : May 22, 2019, 12:15 PM IST

ରାଉରକେଲା: ଗୁରୁବାର ଘୋଷଣା ହେବ ନିର୍ବାଚନ ଫଳାଫଳ । ସେନେଇ ଚୂଡାନ୍ତ ହୋଇଛି ଗଣତି ପ୍ରସ୍ତୁତି । କଡା ସୁରକ୍ଷା ଭିତରେ ସକାଳ 8ଟାରୁ ଆରମ୍ଭ ହେବ ଗଣତି । ଅପେକ୍ଷା କେବଳ ଆସନ୍ତାକାଲିକୁ । କିଏ ନିର୍ବାଚନ ବୈତରଣୀ ପାର ହେବ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲାରୁ 7 ଜଣ ଲୋକସଭା ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସାଂସଦ ଜୁଏଲ ଓରାମ ନିର୍ବାଚନ ଲଢୁଥିବା ବେଳେ ଇଭିଏମରେ ବନ୍ଦ ରହିଛି ନେତାଙ୍କ ଭାଗ୍ୟ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ଜିଲ୍ଲାବାସୀ ନିଜ ଲୋକସଭା ପ୍ରାର୍ଥୀ ତଥା 7 ବିଧାୟକ ବାଛିବା ପାଇଁ ଇଭିଏମ ରେ ତାଙ୍କ ମତ ଦେଇ ସାରିଛନ୍ତି।କାହାକୁ ସେ ନିଜର ପ୍ରତିନିଧି ବାଛିଛନ୍ତି ଏହା କଲି ମତଗଣତି ପରେ ଡ଼ପସ୍ଟ ହେବ।
କଲି ଚଟଗଡ଼ନ ପାଇଁ ସବୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟ ରେ ରହିଛି।

Body:ସୁଦରଗଡ ଲୋକସଭା ସିଟ ରୁ କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିବାରୁ ଏହି ସିଟ ର ମହତ୍ୱ ରହିଛି।
ବାଇଟ- ବିଶ୍ୱରଂଜନ ରଥ, ଏଆରଓ,ରାଉରକେଲା
ଭୋଟ ଗଣତି ବ୍ୟବସ୍ଥା ବୁଲି ଦେଖିଥିଲେ ଆମ ପ୍ରତିନିଧି ରାଜେନ୍ଦ୍ର ନାଥ ମିଶ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.