ETV Bharat / state

ମଣ୍ଡିରେ ମିଲରଙ୍କ ଦେଖାନାହିଁ, ଚାଷୀ ନିରାଶ

author img

By

Published : Feb 8, 2020, 10:17 PM IST

ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ଚାଷୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ କାହାରି ଦେଖାନାହିଁ । ଅଧିକ ପଢନ୍ତୁ...

no-millers-and-rmc-employee-in-paddy-mandi-farmers-facing-problem-at-banei
ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ ଦେଖାନାହିଁ ଚାଷୀ କ୍ଷତିଗ୍ରସ୍ତ

ରାଉରକେଲା: ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବାବେଳେ ଚାଷୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମଣ୍ଡିକୁ ଧାନ ନେଇ ଆସିଥିଲେ ଚାଷୀ । କିନ୍ତୁ ଅଦିନିଆ ବର୍ଷା ପାଣିରେ ଭିଜି ଯାଇଥିବା ଧାନକୁ ମିଲରମାନେ ନେବେନା ନାହିଁ ଚିନ୍ତାରେ ରହିଛନ୍ତି ଚାଷୀ ।

ମଣ୍ଡିରେ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ ଦେଖାନାହିଁ ଚାଷୀ କ୍ଷତିଗ୍ରସ୍ତ

ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକର ଡ଼ରେଇକେଲାରେ ମଣ୍ଡିକୁ ଧାନ ନେଇ ଆସିଥିଲେ ଚାଷୀ । କିନ୍ତୁ ମିଲର କିମ୍ବା RMC କର୍ତ୍ତୃପକ୍ଷଙ୍କ କାହାରି ଦେଖାନଥିଲା । ଏହାପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ଚାଷୀମାନେ ପଲିଥିନ ଆଣି ଧାନକୁ ଘୋଡାଇବାକୁ ଚେଷ୍ଟା କରିଥିଲେ। ତଥାପି ଧାନ ଅଦିନିଆ ବର୍ଷାରେ ଭିଜି ଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା_ ଏହା ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଚାଷୀ ମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ ର ଡ଼ରେଇକେଲା ରେ ଚାଷୀ ମାନେ ଧାନ ନେଇ ଆସିଥିଲେ ମଣ୍ଡିରେ ଦେବା ଲାଗି । ନିୟନ୍ତ୍ରିତ ବଜ଼ାର କମିଟି ରୁ ଟୋକନ ମଧ୍ୟ ପାଇଥିଲେ । କିନ୍ତୁ ମିଲର କିମ୍ବା RMC କର୍ତ୍ତୃପକ୍ଷ କାହାରି ଦେଖାନଥିଲା ବର୍ଷା ଆରମ୍ଭହୋଇ ଯାଇଥିଲା ।

Body:ଚାଷୀ ମାନେ ପଲିଥିନ ରେ ଆଣିଥିବା ଧାନକୁ ଘୋଡାଇବାକୁ ଚେଷ୍ଟା କରିଥିଲେ । ତଥାପି ଧାନ ଭିଜି ଯାଇଥିଲା । ଏବେ ପାଞ୍ଚ ଖଣ୍ଡ ଗାଁ ର ଚାଷୀ ମାନେ ଚିନ୍ତାରେ । ପାଣିରେ ଭିଜା ଧାନକୁ ମିଲର ମାନେ ନେବେକି ନାହିଁ ସେହି ଚିନ୍ତାରେ ରହିଛନ୍ତି ଚାଷୀ ମାନେ ।Conclusion:ଅଦିନିଆ ବର୍ଷା। ଯୋଗୁ ଜିଲ୍ଲାରେ ଗାଁ ରୁ ସହର ଯାଏ ଜନଜୀବନ ପ୍ରଭାବିତ ହୋଇଛି ।ବହୁତ୍ କମ ସଂଖ୍ୟା ରେ ଲୋକ ଘରୁ ବାହାରିଛନ୍ତି।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.