ETV Bharat / state

ଚାଲିଛି ମକ ପୋଲିଂ, କିଛି ସମୟ ପରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ - Started

ସୁନ୍ଦରଗଡ ଲୋକସଭା ଅଞ୍ଚଳର ରଘୁନାଥ ପଲ୍ଲୀ ଏନଏସି ପ୍ରାଥମିକ ବିଦ୍ୟାଳୟରେ ମତଦାନ ପାଇଁ ପୋଲିଂ କର୍ମଚାରୀ ପ୍ରସ୍ତୁତ। କିଛି ସମୟ ପରେ ଆରମ୍ଭ ହେବ ମତଦାନ। ଏଥିସହ ସମସ୍ତ ବୁଥରେ ଆରମ୍ଭ ହୋଇଛି ମକ ପୋଲିଂ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା
author img

By

Published : Apr 18, 2019, 7:05 AM IST

ରାଉରକେଲା: କିଛି ସମୟ ପରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । 5ଟି ଲୋକସଭା ଓ 35ଟି ବିଧାନସଭା କ୍ଷେତ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ମତଦାତା । ଏହି 5 ଲୋକସଭା ଓ 35 ବିଧାନସଭା ଆସନ ପାଇଁ ମୋଟ 279 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବେ । 77 ଲକ୍ଷ ଭୋଟର କରିବେ ମତଦାନ। ମୈଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ନରସିଂହ ମିଶ୍ର, ବାଚସ୍ପତି ପ୍ରଦୀପ ଅମାତଙ୍କ ଭଳି ପୁରୁଖା ନେତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାଉରକେଲା

ସୁନ୍ଦରଗଡ ଲୋକସଭା ଅଞ୍ଚଳର ରଘୁନାଥ ପଲ୍ଲୀ ଏନଏସି ପ୍ରାଥମିକ ବିଦ୍ୟାଳୟରେ ମତଦାନ ପାଇଁ ପୋଲିଂ କର୍ମଚାରୀ ପ୍ରସ୍ତୁତ। କିଛି ସମୟ ପରେ ଆରମ୍ଭ ହେବ ମତଦାନ। ସମସ୍ତ ବୁଥରେ ଆରମ୍ଭ ହୋଇଛି ମକ ପୋଲିଂ।
ଏନେଇ ଅଧିକ ଆଲୋଚନା କରିଛନ୍ତି ରାଉରକେଲା ସମ୍ବାଦଦାତା ରାଜେନ୍ଦ୍ର ନାଥ ମିଶ୍ର।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.