ETV Bharat / state

ଓପିଟିସିଏଲ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରାଉରକେଲା ପାଓ୍ବାର ହାଉସ ରୋଡରେ ଥିବା ଓପିଟିସିଏଲ ଗ୍ରୀଡ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଉପକରଣ ପୋଡି ପାଉଁଶ । ଅଧିକ ପଢନ୍ତୁ...

major fire breaks out in optcl grid station
ଓପିଟିସିଏଲ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
author img

By

Published : Dec 29, 2020, 8:58 PM IST

ସୁନ୍ଦରଗଡ: ରାଉରକେଲା ପାଓ୍ବାର ହାଉସ ରୋଡରେ ଥିବା ଓପିଟିସିଏଲ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ । ମଙ୍ଗଳବାର ଏହି ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ଉପକରଣ ପୋଡି ନଷ୍ଟ ହୋଇଛି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହା ସତ୍ତ୍ବେ ମଧ୍ୟ ସବ ଷ୍ଟେସନଟି ସ୍ବାଭାବିକ ସ୍ଥିତିକୁ ଆସିବାକୁ ଅତି କମରେ 15 ଦିନ ଲାଗିବ ବୋଲି ସୂଚନା ମିଳିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.