ETV Bharat / state

ସୁନ୍ଦରଗଡରେ ପ୍ରଥମ, ଜାତୀୟ ପୁରସ୍କାର ପାଇବେ ହସ୍ତତନ୍ତ ଶିଳ୍ପୀ ରାଜେନ୍ଦ୍ର - ଜାତୀୟ ପୁରସ୍କାର ୨୦୧୮

ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ସୁନ୍ଦରଗଡର ଜଣେ ଶିଳ୍ପୀ । ଜିଲ୍ଲାର ପ୍ରଥମ ନାଗରିକ ଭାବେ ସେ ପାଇବେ ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ପ୍ରଥମ, ଜାତୀୟ ପୁରସ୍କାର ପାଇବେ ହସ୍ତତନ୍ତ ଶିଳ୍ପୀ ରାଜେନ୍ଦ୍ର

author img

By

Published : Aug 14, 2021, 8:20 AM IST

Updated : Aug 14, 2021, 10:04 PM IST

ସୁନ୍ଦରଗଡ: ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ସୁନ୍ଦରଗଡର ଜଣେ ଶିଳ୍ପୀ । ଜିଲ୍ଲାର ପ୍ରଥମ ନାଗରିକ ଭାବେ ସେ ପାଇବେ ଜାତୀୟ ପୁରସ୍କାର । ହସ୍ତତନ୍ତ ଶିଳ୍ପୀ ରାଜେନ୍ଦ୍ର କୁମାର ମେହେରଙ୍କୁ 2018 ବର୍ଷ ପାଇଁ ଜାତୀୟ ପୁରସ୍କାର କ୍ଷେତ୍ରରେ ମନୋନୀତ କରାଯାଇଛି ।

ସୁନ୍ଦରଗଡରେ ପ୍ରଥମ, ଜାତୀୟ ପୁରସ୍କାର ପାଇବେ ହସ୍ତତନ୍ତ ଶିଳ୍ପୀ ରାଜେନ୍ଦ୍ର

ଏନେଇ ଗତକାଲି(ଶୁକ୍ରବାର) ମିନିଷ୍ଟ୍ରି ଅଫ୍ ଟେକ୍ସଟାଇଲ ଓ ହ୍ୟାଣ୍ଡିକ୍ରାଫ୍ଟସ ମନ୍ତ୍ରଣାଲୟରୁ ପ୍ରକାଶ କରାଯାଇଛି ତାଲିକା । ରାଜେନ୍ଦ୍ର ହେଉଛନ୍ତି ସୁନ୍ଦରଗଡର ପ୍ରଥମ ଶିଳ୍ପୀ ଯିଏ ଏହି ପୁରସ୍କାର ପାଇବେ । ନାଚୁରାଲ ଫାଇବର କ୍ରାଫ୍ଟ ଟସର ସିଲ୍କରେ ସିଦ୍ଧି ବିନାୟକ ଆଙ୍କି ଏହି କୃତିତ୍ତ୍ୱ ଅର୍ଜନ କରିବାକୁ ଯାଉଛନ୍ତି ରାଜେନ୍ଦ୍ର । ତେବେ ଏହି ସୁନାମ ଅର୍ଜନ ପାଇଁ ରାଜେନ୍ଦ୍ରଙ୍କୁ ଜିଲ୍ଲା ତଥା ରାଜ୍ୟବାସୀଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Aug 14, 2021, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.