ETV Bharat / state

ପଡିଆରୁ ଯୁବକଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Aug 19, 2019, 10:38 AM IST

ପଡିଆରୁ 25 ବର୍ଷୀୟ ଯୁବକଙ୍କର କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର । ସେ ଯୁବକ ଜଣକ ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିର ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଟାଙ୍ଗରପାଲି ଥାନା ଅନ୍ତର୍ଗତ ଆଇଡିଏଲ୍‌ ଫାଣ୍ଡି ନିକଟ ପଡିଆରୁ ଜଣେ 25 ବର୍ଷୀୟ ଯୁବକଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର । ଯୁବକର ନାମ ହେଲା ସୁଶୀଲ ଓରାମ । ସେ ଆଇଡିଏଲ୍‌ କଲୋନୀ ନିକଟ ସମରା ବସ୍ତିର ବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ତେବେ ସୁଶୀଲଙ୍କର ମୁଣ୍ଡ ,ବେକ ,ପେଟରେ ଧାରୁଆ ଅସ୍ତ୍ରର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ସୂଚନାଥାଉକି, ରବିବାର ସନ୍ଧ୍ୟାରୁ ସୁଶୀଲ ଘରୁ ବାହାରକୁ ଯାଇଥିଲେ କିନ୍ତୁ ଆଉ ରାତିରେ ଫେରି ନଥିଲେ । ଆଜି (ସୋମବାର) ସକାଳୁ ସୁଶୀଲଙ୍କ କ୍ଷତବିକ୍ଷତ ମୃତ ଦେହ ଠାବ କରାଯାଇଥିଲା । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ IDL ଫାଣ୍ଡି ନିକଟ ପଡ଼ିଆରୁ ଜଣେ 25 ବର୍ଷୀୟ ଯୁବକ ର କ୍ଷତ ବିକ୍ଷତ ଶବ ଉଦ୍ଧାର କରାଯାଇଛି । ଯୁବକ ର ନାମ ସୁଶୀଲ ଓରାମ ଏବଂ ସେ IDL କଲୋନୀ ନିକଟ ସମରା ବସ୍ତିରେ ରୁହେ ।

Body:ସୁଶୀଲ ର ମୁଣ୍ଡ , ବେକ , ପେଟରେ ଧାରୁଆ ଅସ୍ତ୍ର ର କ୍ଷତ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ରବିବାର ସନ୍ଧ୍ୟାରୁ ସୁଶୀଲ ଘରୁ ବାହାରି ରାତିରେ ଫେରି ନଥିଲା । ସୋମବାର ସକାଳୁ ତାର କ୍ଷତ ବିକ୍ଷତ ମୃତ ଦେହ ଠାବ କରାଯାଇଥିଲା । ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Conclusion:ହତ୍ୟା ର କାରଣ ସ୍ପଷ୍ଟ ହୋଇ ନାହିଁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.