ETV Bharat / state

ରାଉରକେଲା କଂଗ୍ରେସରେ ଫାଟ, ଯୋଗେଶ୍ବର ବାବୁ ଦଳକୁ ଦୁର୍ବଳ କରୁଥିବା ଅଭିଯୋଗ - ଯୋଗେଶ୍ବର ବାବୁ କଂଗ୍ରେସକୁ ଦୁର୍ବଳ କରୁଥିବା ଅଭିଯୋଗ

ଯୋଗେଶ୍ବର ବାବୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ କରୁଥିବା ଅଭିଯୋଗ କରି ଦଳେ କଂଗ୍ରେସ କର୍ମୀ ପାଟିତୁଣ୍ଡ କରିଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 30, 2019, 10:10 PM IST

ରାଉରକେଲା: କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗେଶ୍ବର ବାବୁଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପାନ୍ଥ ନିବାସରେ ଗଣ୍ଡଗୋଳ ହୋଇଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ଦଳୀୟ ପର୍ଯ୍ୟବେକ୍ଷକ ସମର୍ଥନ କରୁଥିବା ଅଭିଯୋଗ କରି କଂଗ୍ରେସର ଅପରଗୋଷ୍ଠୀ କର୍ମୀ ପାଟିତୁଣ୍ଡ କରିଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସନ୍ଧ୍ୟାରେ ରାଉରକେଲା ପାନ୍ଥ ନିବାସ ଠାରେ ଚାଲିଥିବା ପ୍ରେସ ମିଟ ପରେ ଯୋଗେଶ୍ବର ବାବୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସମର୍ଥନ ଦେଉଥିବା ଅଭିଯୋଗ କରିଥିଲେ। ଏହା ଦ୍ବାରା ସେ କଂଗ୍ରେସକୁ ମଜବୁତ କରିବା ବଦଳରେ ଦୁର୍ବଳ କରୁଛନ୍ତି ବୋଲି ଅନ୍ୟ ଏକ ଗୋଷ୍ଠୀ ଅଭିଯୋଗ କରିଥିଲେ । କଂଗ୍ରେସ ନେତା ଜର୍ଜ ତିର୍କୀ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ସେହିପରି ବୁଧବାର ପୂର୍ବାହ୍ନରେ କଂଗ୍ରେସ କାର୍ଯ୍ୟାଳୟ ହୋଇଥିବା ବୈଠକରେ ଯୋଗେଶ୍ବରଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହେବାରୁ ବୈଠକ ବନ୍ଦ କରାଯାଇଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-କଂଗ୍ରେସର ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗେଶ୍ବର ବାବୁ ଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପୁଣି ଗଣ୍ଡଗୋଳ । ଆଜି ପୂର୍ବାହ୍ନ ରେ କଂଗ୍ରେସ କାର୍ଯ୍ୟାଳୟ ରେ ତାଙ୍କ ଉପସ୍ଥିତି ରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ବୈଠକ ବନ୍ଦ ହୋଇଯାଇଥିଲା ।

Body:ସନ୍ଧ୍ୟାରେ ରାଉରକେଲା ପନ୍ଥା ନିବାସ ଠାରେ ଚାଲିଥିବା ପ୍ରେସ ମିଟ ପରେ ଯୋଗେଶ୍ବର ବାବୁ ଏକ ନିର୍ଦିଷ୍ଟ ଗୋଷ୍ଟି କୁ ସମର୍ଥନ ଦେଉଥିବା ଅଭିଯୋଗ କରି କଂଗ୍ରେସ ଅନ୍ୟ ଏକ ଗୋଷ୍ଟି ତାଙ୍କୁ ଘେରିଥିଲେ । ତଥା ପାଟିତୁଣ୍ଡ କରିଥିଲେ।

Conclusion:ଅନ୍ୟ ଗୋଷ୍ଟି ର ଅଭିଯୋଗ ଥିଲା କି ଏହା ଦ୍ୱାରା ସେ କଂଗ୍ରେସ କୁ ମଜବୁତ କରିବା ବଦଳରେ ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । କଥା କଟାକଟି , ପାଟି ତୁଣ୍ଡରେ କଂଗ୍ରେସ ନେତା ଜର୍ଜ ତିର୍କୀ ହସ୍ତକ୍ଷେପ କରି ପରିସ୍ଥିତି କୁ ସାମାନ୍ୟ କରିବା ପାଇଁ ଉଦ୍ୟମ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.