ETV Bharat / state

ଇସ୍କନ କର୍ମକର୍ତ୍ତାଙ୍କ ବିରୋଧରେ ଛେଣ୍ଡ ଥାନାରେ ଅଭିଯୋଗ - ଗର୍ଗଙ୍କ ବିରୋଧରେ ଲିଖିତ ଅଭିଯୋଗ

ଇସ୍କନ କର୍ମକର୍ତ୍ତା ଅମିତ ଗର୍ଗଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଉରକେଲା ସହରରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏନେଇ ରାଉରକେଲା ସାମାଜିକ ଅନୁଷ୍ଠାନ ଛେଣ୍ଡ ଥାନାରେ ଗର୍ଗଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 9, 2019, 10:45 AM IST

ରାଉରକେଲା: ପୁରୀ ରଥଯାତ୍ରାକୁ ବେପାର କହିଥିବା ଇସ୍କନ କର୍ମକର୍ତ୍ତା ଅମିତ ଗର୍ଗଙ୍କ ଉପରେ ତାତିଲେ ଲୋକେ । ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଉରକେଲା ସହରରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏନେଇ ରାଉରକେଲା ସାମାଜିକ ଅନୁଷ୍ଠାନ ଛେଣ୍ଡ ଥାନାରେ ଗର୍ଗଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଲୁଧିଆନାରେ ଅଦିନିଆ ରଥଯାତ୍ରା ଆୟୋଜନରେ ଯୋଗଦେଇ ଗର୍ଗ ପୁରୀରେ ରଥଯାତ୍ରା ନାଁ ରେ ବେପାର ଚାଲୁଛି ବୋଲି ମନ୍ତବ୍ୟ ଦେଇଥିଲେ । ତେବେ ଏହା ସାରା ଜଗନ୍ନାଥ ସଂସ୍କୃତିକୁ ମର୍ମାହତ କରୁଛି । ଓଡିଶାର ସମସ୍ତ ଜନତାଙ୍କ ଭାବାବେଗ ଏଥିରେ ମର୍ମାହତ ହବା ସହ ବିଶ୍ଵ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଏହା ଅପମାନ ବୋଲି ଦାବି କରିଛି ରାଉରକେଲାର ସାମାଜିକ ଅନୁଷ୍ଠାନ । ଏହି ସଂଗଠନ ତରଫରୁ ଲିଖିତ ଅଭିଯୋଗ ଆଣିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା : ଲୁଧିଆନା ରେ ଅଦିନିଆ ରଥ ଯାତ୍ରା ଆୟୋଜନ ଉପରେ ଇସ୍କନ କର୍ମକର୍ତ୍ତା ଅମିତ ଗର୍ଗ ଦେଇଥିବା ପୁରୀରେ ରଥଯାତ୍ରା ନାଁ ରେ ବେପାର ଚାଲୁଛି ଭଳି ଦେଇଥିବା ମନ୍ତବ୍ୟ ର ପ୍ରତିକ୍ରିୟା ରାଉରକେଲା ସହରରେ ଦେଖିବାକୁ ମିଳିଛି।Body:
ଏହା ସାରା ଜଗନ୍ନାଥ ସଂସ୍କୃତିକୁ ମର୍ମାହତ କରୁଛି। ଓଡିଶାର ସମସ୍ତ ଜନତା ଙ୍କ ଭାବାବେଗ ଏଥିରେ ମର୍ମାହତ ହବା ସହ ବିଶ୍ଵ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତି ଏହା ଅପମାନ ବୋଲି ଦାବି କରି ରାଉରକେଲା ର ସାମାଜିକ ଅନୁଷ୍ଠାନ ଲିଡ଼ ରାଉରକେଲା ରେ ଛେଣ୍ଡ ଥାନାରେ ଅମିତ ଗର୍ଗ ଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛି। Conclusion:
ସଂଗଠନ ତରଫ ରୁ ଲିଖିତ ଅଭିଯୋଗ ଆଣିବା ସହ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.