ETV Bharat / state

ରାଉରକେଲାରେ ହାତୀପଲଙ୍କ ଉତ୍ପାତ: 12 ବର୍ଷର ବାଳକ ଗୁରୁତର

ଧାନ ଖାଇବାକୁ ଆସି 10 ଜଣିଆ ହାତୀପଲ 12ବର୍ଷର ବାଳକକୁ ଦଳି ଦେଲେ । ରାଉରକେଲା ବିରକେରା ଋତୁପେଢି଼ ଗଉଡ ସାହିରେ ଏହି ଘଟଣା ଘଟିଥିବାବେଳେ ଗୁରୁତର ଭାବେ ଚିକିତ୍ସିତ ହେଇଛି ଆହତ ଚନ୍ଦନ ।

author img

By

Published : Jul 14, 2019, 12:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ହାତୀ ଆକ୍ରମଣରେ ଜଣେ ନାବାଳକ ଗୁରୁତର । ବିରକେରା ଋତୁପେଢି଼ ଗଉଡ ସାହିର 12 ବର୍ଷ ଚନ୍ଦନ ଲାକ୍ରା ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁକୁ 10 ଜଣିଆ ହାତୀପଲ ପଶିଆସିଥିବାବେଳେ ଧାନ ଖାଇବା ପାଇଁ ଘରେ ଭିତରେ ପଶିଥିଲେ ହାତୀ ପଲ ।

ହାତୀ ପଲ ଘରେ ପଶିଆସିଥିବାବେଳେ ଭୟରେ ଘର ଛାଡି ସମସ୍ତେ ପଳାଇଯାଇଥିଲେ । ହାତୀ ହାବୁଡରେ ପଡିଯାଇଥିଲେ ନାବାଳକ ଚନ୍ଦନ । ଏଥିସହିତ ଘରଦ୍ବାରକୁ ଭାଙ୍ଗି ଦେଇଛନ୍ତି ହାତୀ । ସେପଟେ, କୁଆଁରମୁଣ୍ଡାର ରେଞ୍ଜ ପକ୍ଷରୁ ହାତୀ ପଲଙ୍କୁ ଘଉଡାଯାଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ ଏସକେ ସାହାଣୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଆଜି ସକାଳୁ ହାତୀ ଆକ୍ରମଣରେ 12 ବର୍ଷର ବାଳକ ଚନ୍ଦନ ଲାକ୍ରା ଗୁରୁତର ଭାବରେ ଆହତ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି। ଚନ୍ଦନ ଙ୍କ ଘର ବିରକେରା ଋତୁପେଢ଼ି ଗଉଡ଼ ସାହିର। ଆଜି ସକାଳୁ 10 ଜଣିଆ ହାତୀପଲ ଗାଁ କୁ ପଶିଥିଲେ । Body:ଘର ଲୋକ ସବୁ ଛାଡି ପଳାୟନ କରି ଥିଲେ। ଧାନ ଖାଇବା ପାଇଁ ହାତୀ ପଲ ତାର ଘର ଭାଁଗି ଥିଲେ। ସେହି ସମୟ ରେ ପିଲାଟି ଆହତ ହୋଇଥିଲେ। ବନବିଭାଗ ଲୋକ ତଥା ଗ୍ରାମବାସୀ ଆସି ପିଲାକୁ ସରକାରୀ ହସ୍ପିଟାଲ ରେ ଭର୍ତି କରାଇଥିଲେ। କୁଆରମୁଣ୍ଡା ର ରେଞ୍ଜ ଅଫିସର ଏସ କେ ସାହାଣୀ କହିଥିଲେ କି ଆହତ ପିଲା ର ଚକିତ୍ସା କର ଯାଉଛି।Conclusion:ହାତୀପଲ କୁ ଗୋଡ଼ାଇବା କାମ ଚାଲିଛି ତଥା ଏହି 10 ଜଣିଆ ହାତୀ ପଲ କୁ ଘନ ଜଙ୍ଗଲ ଆଡ଼କୁ ଗୋଡ଼ାଇବାଵପାଇ ପ୍ରୟାସ କର ଯାଉଛି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.