ସୁନ୍ଦରଗଡ଼: ରାଜଗାଙ୍ଗପୁର ରେଳ ଷ୍ଟେସନ ପ୍ଲାଟ ଫର୍ମ ନମ୍ବର -2ରେ ଘଟିଛି ଅଭାବନୀୟ ଘଟଣା । ସୁରେନ୍ଦ୍ର ସା ନାମକ ଜଣେ 34 ବର୍ଷିୟ ଵ୍ୟକ୍ତି ରେଳ ଧାରଣା ପାରି ହେଉଥିବା ବେଳେ ମାଲଗାଡି ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି।
ତେଵେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।
ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ