ETV Bharat / state

ପୁରୀ ସଫା କରୁଛନ୍ତି ରାଉରକେଲା ସଫେଇ କର୍ମଚାରୀ - ରାଉରକେଲା

ରାଉରକେଲାରୁ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ ମିଶ୍ର ସହିତ 200 ସଫେଇକର୍ମୀ ପୁରୀକୁ ଯାଇ ସଫା କରିବା ଅଭିଯାନରେ ଲାଗି ପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ରାଉରକେଲା
author img

By

Published : May 10, 2019, 3:28 PM IST

ରାଉରକେଲା: ବାତ୍ୟା ଫନି ପରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅଳିଆ ଆବର୍ଜନାକୁ ସଫା କରିବା ବଡ ଚ୍ୟାଲେଞ୍ଜ ହୋଇଛି।ସହରକୁ ପୁଣି ଥରେ ପୂର୍ବ ଭଳି ସୁନ୍ଦର କରି ଗଢି ତୋଳିବା ପାଇଁ ସମସ୍ତେ ସହଯୋଗର ହାତ ବଢାଉଥିବା ବେଳେ ପୁରୀକୁ ପରିଷ୍କାର ପରିଚ୍ଛନ କରିବା ପାଇଁ ରାଉରକେଲା ସ୍ବାସ୍ଥ୍ୟ ବିଭାଗ ଅଣ୍ଟା ଭିଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାଉରକେଲା

ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବସନ୍ତ ମିଶ୍ର ସହିତ 200 ସଫେଇକର୍ମୀ ପୁରୀକୁ ଯାଇ ସଫା କରିବା ଅଭିଯାନରେ ଲାଗି ପଡିଛନ୍ତି।ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ରାଉରକେଲା ମହାନଗର ନିଗମରୁ 200 ସଫେଇ କର୍ମଚାରୀ ପୁରୀକୁ ଯିବା ପରେ ଦିନ ରାତି ପୁରୀ ରେ କାମ କରିଛନ୍ତି। ବାତ୍ୟା ପରେ ପୁରୀର ଅବସ୍ଥା ଭଲ ନଥିବା ବେଳେ ମୋବାଇଲ ନେଟୱର୍କ ଏବେ ମଧ୍ୟ ଠିକ ହୋଇ ନାହିଁ ବୋଲି କର୍ମଚାରୀ କହିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ସ୍କ ଗ ବଲାଙ୍ଗିର ରାଜେନ୍ଦ୍ର ଅତୋନୋମସ୍ କଲେଜରେ ଲାଗିଲା ନିଆଁ, ଦମକଳ ବାହିନୀ କଲେ ଆୟତ୍ତ
ରିପୋର୍ଟ୍ ଶେଖ୍ ମହମ୍ମଦ ୱାହିଦ
ସ୍ଥାନ ବଲାଙ୍ଗିର
ତାରିଖ ୭_୫_୧୯
ଫାରମାଟ୍ ଏଭିଓ ବାଇ ଟ
ଏଁକର
        ବଲାଙ୍ଗିର ର ରାଜେନ୍ଦ୍ର ସ୍ଵଂୟ ଶାସିତ କଲେଜରେ ଆଜି ନିଆଁ ଲାଗିଥିଲା। ବିଦ୍ୟୁତ୍ ସର୍ଟ୍ ସାର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବାର ସୂଚନା ମିଳିଛି । ଆଜି ଦିନ ୧୧ ଟା ସମୟରେ ରଜାଏନ୍ଦ୍ର କଲେଜ୍ କଳା ବିଭାଗ ତଥା ଏଠିକାର ଏଡମିନିଷ୍ଟ୍ରେଟି ବ୍ ବ୍ଲକ ର ଉପର ଦ୍ଵିତୀୟ  ମହଲାରେ ଏହି ନିଆଁ ଲାଗିଥିଲା । ତେବେ ଏହାର ଖବର ବଲାଙ୍ଗିର ଅଗ୍ନିଶମ କୁ ଦିଆ ଯିବା ପରେ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ନିଆଁ ଲିଭାଇବାକୁ ନିୟୋଜିତ ହୋଇଥିଲା । ଏବଂ ନିଆଁକୁ ଆୟତ୍ତ କରା ଯାଇଥିବା ବେଳେ ଭିତରେ ଫସି ରହିଥିବା ଦଶ ଜଣଙ୍କୁ ଉଦ୍ଧାର କରା ଯାଇଛି। ତେବେ କଲେଜରେ ଯୁକ୍ତ ଦୁଇ ଖାତା ଭେଲୁଏସନ୍ ଚାଲିଥିବା ବେଳେ ଏହି ନିଆଁ ଯୋଗୁଁ ତାହା ବାଧା ପ୍ରାପ୍ତ ହୋଇଛି  । ଏବଂ ଏହି ଅଗ୍ନି କାଣ୍ଡରେ ବିଶେଷ କିଛି କ୍ଷତି ହୋଇ ନ ଥିବା ବେଳେ କେହି ହତା ହତ୍ ହୋଇ ନାହାନ୍ତି । ତେବେ ଠିକ୍  ସମୟରେ ଉପଯୁକ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ତଥା କ୍ଷୟକ୍ଷତି ରୁ ରକ୍ଷା ମିଳି ଯାଇଛି। 
     ବାଇ ଟ ବି ଜେନା ଅଧ୍ୟକ୍ଷ ରାଜେନ୍ଦ୍ର କଲେଜ୍

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.