ETV Bharat / state

ଚାଲାଣ ବେଳେ 20 ଯୁବତୀ ଉଦ୍ଧାର - rourkela news

ଝାଡଖଣ୍ଡର ସୋନୁଆ ତଥା ଚକ୍ରଧରପୁର ଥାନା ଅଞ୍ଚଳରୁ କାମ ପାଇଁ ଚାଲାଣ ହେଉଥିବା 20 ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ରାଉରକେଲା ରେଳବାଇ ପୋଲିସ । ଅଧିକ ପଢନ୍ତୁ...

20 women rescued from rourkela railway station
ଚାଲାଣ ବେଳେ 20 ଯୁବତୀ ଉଦ୍ଧାର
author img

By

Published : Jan 4, 2020, 11:17 PM IST

Updated : Jan 4, 2020, 11:28 PM IST

ରାଉରକେଲା: ଝାଡଖଣ୍ଡର ସୋନୁଆ ତଥା ଚକ୍ରଧରପୁର ଥାନା ଅଞ୍ଚଳରୁ କାମ ପାଇଁ ଚାଲାଣ ହେଉଥିବା 20 ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ରାଉରକେଲା ରେଳବାଇ ପୋଲିସ । ଏହି 20 ଜଣଙ୍କ ମଧ୍ୟରୁ 5 ଜଣ ନାବାଳିକା ବୋଲି ଜଣାପଡିଛି। ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଚାଇଲ୍ଡ ଲାଇନରେ ରଖାଯାଇଛି ।

ଚାଲାଣ ହେଉଥିବା 20 ଯୁବତୀଙ୍କୁ ଉଦ୍ଧାର କଲା ରେଳ ପୋଲିସ

ଟାଟା ଏଲକ୍ସି ଏକ୍ସପ୍ରେସରେ ପୂର୍ବରୁ ତାମିଲନାଡୁରେ କାମ କରୁଥିବା ସେହି ଅଞ୍ଚଳର ରାଣୀ ଓ ପାର୍ବତୀ ହେମରମ୍ ଏମାନଙ୍କୁ ନେଉଥିବା ସମୟରେ ରାଉରକେଲା ରେଳବାଇ ପୋଲିସ ଉଦ୍ଧାର କରିଥିଲା । ପାର୍ବତୀ 5 ଜଣଙ୍କୁ ନେଇ ଯାଉଥିବା ବେଳେ ରାଣୀ ଅନ୍ୟ ମାନଙ୍କୁ ନେଇ ଯାଉଥିଲା । ଯୁବତୀଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ଘର ଲୋକଙ୍କୁ ଖବର ଦିଆଯାଇଛି । ତେବେ ଏଯାଏଁ ଦଲାଲରେ କୌଣସି ଖବର ମିଳିପାରିନାହିଁ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଝାରଖଣ୍ଡ ର ସୋନୁଆ ତଥା ଚକ୍ରଧରପୁର ଥାନା ଅଂଚଳ ରୁ କାମ ପାଇଁ ଚାଲାଣ ହେଉ ଥିବା 20 ଜଣ ଝିଅ ମାନଙ୍କୁ ଉଦ୍ଧାର କରିଛି ରାଉରକେଲା ରେଳ ପୋଲିସ। ଏହି 20 ଜଣଙ୍କ ମଧ୍ୟ ରୁ 5 ଜଣ ନାବାଳିକା ବୋଲି ଜଣ ପଡିଛି। ଉଦ୍ଧାର ହୋଇ ଥିବା ଝିଅ ମାନଙ୍କୁ ଚାଇଲଡ଼ ଲାଇନ ରେ ରଖ ଯାଇଛି।

Body:ଟାଟା ଏଲଳ୍ପୀ ଏକ୍ସପ୍ରେସ ରେ ଆଗରୁ ତାମିଲନାଡୁ ରେ କାମ କରୁ ଥିବା ସେହି ଅଂଚଳ ର ରାଣୀ ତଥା ପାର୍ବତୀ ହେମ୍ବ୍ରମ ଏହି ମାନଙ୍କୁ ନେଇ କରି ଯାଉ ଥିବା ସମୟ ରେ ରାଉରକେଲା ରେଳ ପୋଲିସ ଉଦ୍ଧାର କରି ଥିଲା। ପାର୍ବତୀ 5 ଜଣଙ୍କୁ ନେଇ ଯାଉ ଥିବା ବେଳେ ରାଣୀ ଅନ୍ୟ ମାନଙ୍କୁ ନେଇ ଯାଇ ଥିଲା। ପାର୍ବତୀ କହି ଥିଲା କି ତାମିଲନାଡୁ ର ଆଲବମ୍ବୁ ର kjd କମ୍ପାନୀ ପାଇଁ ସେ ଝିଅ ମାନଙ୍କୁ ଧରି ଯାଉ ଥିଲା। ରାଣୀ ତଥା ସେ ପାଖା ପାଖି ଗାଁ ର ତଥା ଆଗରୁ ସେଠାରେ କାମ କରି ଆସୁଛନ୍ତି।

Conclusion:ପୋଲିସ ଏମାନଙ୍କ ଘର ଲୋକଙ୍କୁ କ୍ଯାବର ଦେଇଛି ତଥା ଘର ଲୋକ ଆସିବ ପରେ ତାଙ୍କୁ ଝିଅ ମାନଙ୍କୁ ଦେଇ ଦେବେ। ପୋଲିସ କହିଛି ଦଲାଲ ଧରା ପଡି ନାହିଁ।
ବାଇଟ-ପାର୍ବତୀ
ବାଇଟ-ରଞ୍ଜନ ପଟ୍ଟନାୟକ, ଆଇଆଇସି, ଜିଆରପି, ରାଉରକେଲା
Last Updated : Jan 4, 2020, 11:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.