ETV Bharat / state

ପ୍ରକାଶ ପାଇଲା ସୁବର୍ଣ୍ଣପୁର ଭୋଟର ତାଲିକା - Voter list release in subarnapur

ଭୋଟର ତାଲିକାରେ ନାଁକୁ ବାଦ ଦେଇ ପଞ୍ଜିକରଣ ଓ ସଂଶୋଧନ କରାଯାଇ ଚିଠା ତାଲିକା ପ୍ରକାଶିତ କରାଯାଇଛି ।

Voter list
ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Dec 17, 2019, 5:14 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଭୋଟର ତାଲିକା ପ୍ରକାଶିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଚୂଡାନ୍ତ ତାଲିକା ଫେବୃଆରୀ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ସୋନପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ବଳରାମ ମଲ୍ଲିକ ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଏହି ତାଲିକାରେ 18 ଓ 19 ବର୍ଷୀୟ 12 ହଜ଼ାର 465 ଜଣ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଛି। ପୂର୍ବରୁ ଜିଲ୍ଲାରେ 4 ଲକ୍ଷ 50 ହଜ଼ାର 688 ଭୋଟର ଥିବାବେଳେ ଏବେ ତାହା 4 ଲକ୍ଷ 56 862 ପହଞ୍ଚିଛି।

ଏହି ତାଲିକାରେ ଭୋଟର ନାଁ ବାଦ, ପଞ୍ଜିକରଣ ଓ ସଂଶୋଧନ କରାଯାଇ ଚିଠା ତାଲିକା ପ୍ରକାଶିତ ହୋଇଛି। ଆଉ 3ଟି ପର୍ଯ୍ୟାୟ କାର୍ଯ୍ୟ ପରେ ଚୂଡାନ୍ତ ତାଲିକା ଫେବୃଆରୀ 7 ରେ ପ୍ରକାଶିତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି ।ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଚୂଡାନ୍ତ ତାଲିକା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ସୋନପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ବଳରାମ ମଲ୍ଲିକ ସୂଚନା ଦେଇଛନ୍ତି।ଏହି ଚିଠା ତାଲିକାରେ 18 ଓ 19 ବର୍ଷୀୟ 12 ହଜ଼ାର 465 ଜଣ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଛି।ପୂର୍ବରୁ ଜିଲ୍ଲାରେ 4 ଲକ୍ଷ 50 ହଜ଼ାର 688 ଭୋଟର ଥିବାବେଳେ ଏବେ ତାହା 4 ଲକ୍ଷ 56 862 ଭୋଟରରେ ପହଂଚିଛି।

Body:ଏହି ତାଲିକାରେ ଭୋଟର ନାମ ବାଦ ,ପଞ୍ଜିକରଣ ଓ ସଂଶୋଧନ କରାଯାଇ ଚିଠା ତାଲିକା ପ୍ରକାଶିତ ହୋଇଛି।ଆଉ ତିନୋଟି ପର୍ଯ୍ୟାୟ କାର୍ଯ୍ୟ ପରେ ଚୂଡାନ୍ତ ତାଲିକା ଫେବ୍ରୁଆରୀ 7 ତାରିଖରେ ପ୍ରକାଶିତ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
ବାଇଟ 1 ବଳରାମ ମଲ୍ଲିକ , ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ଭିଜୁଆଲ ଏଡିଟିଂ ହୋଇ ଯାଇଛି।ପ୍ରକାଶନ ଅପେକ୍ଷାରେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.