ETV Bharat / state

2 ଦିନ ସୁବର୍ଣ୍ଣପୁରରେ ଘୂର୍ଣ୍ଣିଝଡ, ଉଡିଗଲା ଚାଳଛପର - subarnapur latest news

ସୁବର୍ଣ୍ଣପୁରରେ ଅଦିନିଆ ବର୍ଷା ଓ କାଳବୈଶାଖୀ ତାଣ୍ଡବରେ ଚାଳଛପର ଘର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ରାସ୍ତାରେ ପଡିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଅଧିକ ପଢ଼ନ୍ତୁ...

2ଦିନ ହେଲା ସୁବର୍ଣ୍ଣପୁରରେ ଘୂର୍ଣ୍ଣିଝଡ, ଉଡିଗଲା ଚାଳଛପର

author img

By

Published : Apr 24, 2020, 8:44 PM IST

Updated : Apr 25, 2020, 12:00 AM IST

ସୁବର୍ଣ୍ଣପୁର: ଶୁକ୍ରବାର ପୁଣି ସୁବର୍ଣ୍ଣପୁରରେ ପ୍ରବଳ ଘୂର୍ଣ୍ଣିଝଡ ହୋଇଛି। ପ୍ରବଳବେଗରେ ପବନ ବୋହିବା ସହିତ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଅଦିନିଆ ବର୍ଷା ଓ କାଳବୈଶାଖୀ ତାଣ୍ଡବରେ ଚାଳ ଛପର ଘର ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି।

od_son_02_storm_in_sonepur_OD10013
ସୁବର୍ଣ୍ଣପୁରରେ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା
2 ଦିନ ସୁବର୍ଣ୍ଣପୁରରେ ଘୂର୍ଣ୍ଣିଝଡ, ଉଡିଗଲା ଚାଳଛପର

ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ରାସ୍ତାରେ ପଡିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏପରିକି ବିଭିନ୍ନ ଯାଗାରେ ବିଦ୍ୟୁତ ତାର ଉପରେ ଗଛ ପଡିଥିବାରୁ ବିଦ୍ୟୁତ ସରବରାହରେ ବି ବ୍ୟତିକ୍ରମ ଦେଖା ଦେଇଛି ।

ଗୁରୁବାର ସଂନ୍ଧ୍ୟାରେ ବି ଝଡତୋଫାନରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଶୁକ୍ରବାର ପୁଣି ସୁବର୍ଣ୍ଣପୁରରେ ଝଡତୋଫାନ ହୋଇଛି । ଏହି ଘୂର୍ଣ୍ଣିଝଡର ପ୍ରଭାବରେ ବୁଣାକାର ଓ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Apr 25, 2020, 12:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.