ETV Bharat / state

ତିନି ଦିନ ହେଲା ଜଳୁଛି ସୁବର୍ଣ୍ଣପୁର କୁମ୍ଭାର ମୁଣ୍ଡା ଜଙ୍ଗଲ

author img

By

Published : Mar 6, 2021, 4:33 PM IST

ଗତ ତିନି ଦିନ ହେଲା ଜଳୁଛି ସୁବର୍ଣ୍ଣପୁର ବନଖଣ୍ଡ ସଦର ବନାଞ୍ଚଳର କୁମ୍ଭାର ମୁଣ୍ଡା ସଂରକ୍ଷିତ ଜଙ୍ଗଲ । ନିଆଁ ଲିଭାଇବାକୁ ସବୁ ପ୍ରକାର ଉଦ୍ୟମ କରୁଛି ବନ ବିଭାଗ । ଅଧିକ ପଢନ୍ତୁ...

ତିନି ଦିନ ହେଲା ଜଳୁଛି ସୁବର୍ଣ୍ଣପୁର କୁମ୍ଭାର ମୁଣ୍ଡା ଜଙ୍ଗଲ
ତିନି ଦିନ ହେଲା ଜଳୁଛି ସୁବର୍ଣ୍ଣପୁର କୁମ୍ଭାର ମୁଣ୍ଡା ଜଙ୍ଗଲ

ସୁବର୍ଣ୍ଣପୁର: ଗତ ତିନି ଦିନ ହେଲା ଜଳୁଛି ସୁବର୍ଣ୍ଣପୁର ବନଖଣ୍ଡ ସଦର ବନାଞ୍ଚଳର କୁମ୍ଭାର ମୁଣ୍ଡା ସଂରକ୍ଷିତ ଜଙ୍ଗଲ । ଶତ ଚେଷ୍ଟା ସତ୍ତ୍ବେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଫଳ ହେଉଛି ବନ ବିଭାଗ । ନିଆଁର ଆଁରେ ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ଗଛ ସବୁ ପୋଡି ପାଉଁଶ ହୋଇଯାଉଛି । ଏଥିରେ କୌଣସି ଧନ ଜୀବନ କ୍ଷତି ହୋଇନଥିଲେ ମଧ୍ୟ ଏକର ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି ।

ସେପଟେ ନିଆଁ ଲିଭାଇବା ପାଇଁ ସ୍ଥାନୀୟ ବନ ବିଭାଗ ପକ୍ଷରୁ ନିଆଁ ଲିଭା ସ୍କ୍ବାର୍ଡ ପାର୍ଟିଙ୍କୁ ନିୟୋଜିତ କରାଯିବା ସହ ଗାଁ ଗାଁରେ ଯାଇ ବନ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଲୋକଙ୍କୁ ସଚେତନ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.