ETV Bharat / state

ପ୍ରବଳ ଶୀତରେ ଥରୁଛି ସୁବର୍ଣ୍ଣପୁର, ପାରଦ 4 ଡିଗ୍ରୀ

author img

By

Published : Dec 28, 2019, 2:18 PM IST

ଶୀତରେ ଥରୁଛି ସମଗ୍ର ରାଜ୍ୟ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଲାଗି ରହିଛି । କୁହୁ଼ଡିର ଘନ ଅନ୍ଧାର ସହ ଗାଁଠୁ ସହର ସବୁଆଡେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି। ଅଧିକ ପଢନ୍ତୁ...

public-life-affected-in-heavy-cold-of-subarnapur-in-winter-seasion
ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଶୀତରେ ଥରୁଛି ସମଗ୍ର ରାଜ୍ୟ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଲାଗି ରହିଛି । କୁହୁ଼ଡିର ଘନ ଅନ୍ଧାର ସହ ଗାଁଠୁ ସହର ସବୁଆଡେ ଶୀତର ପ୍ରକୋପ ଦେଖିବାକୁ ମିଳୁଛି।

ଚଳିତ ବର୍ଷ ସୁବର୍ଣ୍ଣପୁରକୁ ଶୀତ ବିଳମ୍ବରେ ଆସିଥିଲେ ବି ଗତ କିଛିଦିନ ହେଲା ହଠାତ ଶୀତ ବଢ଼ିଯାଇଛି । ଶୀତର ପ୍ରଭାବରେ ଶୁନଶାନ ହୋଇଯାଇଛି ରାସ୍ତାଘାଟ। ଜିଲ୍ଲାରେ ଶୀତ ଏଥର ବିଳମ୍ବରେ ଆସିଥିଲେ ମଧ୍ୟ ଗତ ଦୁଇ ତିନି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ପାଗ ମେଘୁଆ ଥିବାବେଳେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ଫଳରେ ଜାଡରେ ଜଡୁଛି ସାରା ଜିଲ୍ଲା । ସକାଳୁ ଘରୁ ବାହାରିବା ପାଇଁ ଇଚ୍ଛା ହେଉନଥିବାବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଲଗାଉଛନ୍ତି ।

ପ୍ରବଳ ଶୀତରେ ଥରୁଛି ସୁବର୍ଣ୍ଣପୁର

ଗତକାଲି ଜିଲ୍ଲାର ପାରଦ ୪ ଡିଗ୍ରୀକୁ ଖସିଥିବାବେଳେ ଘନ କୁହୁଡି ଯୋଗୁଁ ଦିନ ୧୦ ଟା ଯାଏଁ ରାସ୍ତାଘାଟ ଦିଶୁ ନାହିଁ । ତେବେ ଶୀତ ଲହରୀ କେତେଦିନ ଲାଗି ରହିବ ସେ ଚିନ୍ତାରେ ବି ଜିଲ୍ଲାବାସୀ । ଚଳିତ ବର୍ଷ ବିଳମ୍ବିତରେ ଶୀତ ଆସିଥିଲେ ମଧ୍ୟ ଜାଡର ମାତ୍ରା ବଢିବାରେ ଲାଗିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆହୁରି ପ୍ରବଳ ଶୀତ ହେବ ବୋଲି କୁହାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରେ କିଛି ଦିନ ହେବ ପ୍ରବଳ ଶିତ ଲହରି ଜାରି ରହିଛି । ଗାଁଠୁ ସହର ସବୁଆଡେ ଶିତର ପ୍ରକୋପ ଦେଖିବାକୁ ମିଳିଛି । ଶିତ ଏଥର ବିଳମ୍ବରେ ଆସିଥିଲେ ହେଁ ୨/୩ ଦିନ ହେବ ପ୍ରବଳ ଶିତ ଅନୁଭୁତ ହେଉଛି । ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି । ଗତକାଲି ପାଗ ମେଘୁଆ ଥବାବେଳେ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ଫଳରେ ଜାଡୁଛି ସାରା ଜିଲ୍ଲା । ସକାଳୁ ଘରୁ ବାହାରିବା ପାଇଁ ଇଚ୍ଛା ହେଉନଥିବାବେଳେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଓ ଖରାର ଆଶ୍ରୟ ନେଇଛନ୍ତି । ଗତକାଲି ଜିଲ୍ଲାର ପାରଦ ୪ ଡିଗ୍ରିକୁ ଖସିଥିବାବେଳେ ଘନ କୁହୁଡି ଯୋଗୁଁ ଦିନ ୧୦ ଟା ଯାଏଁ ରାସ୍ତା ଘାଟ ଦିଶୁ ନାହିଁ ।
ତେବେ ଏ ଶିତ ଲହରି କେତେଦିନ ଲାଗି ରହିବ ସେ ଚିନ୍ତାରେ ବି ଜିଲ୍ଲାବାସୀ । ଚଳିତ ବର୍ଷ ବିଳମ୍ବିତରେ ଶିତ ଆସିଥିଲେ ହେଁ ଜାଡର ମାତ୍ରା ବଢିବାରେ ଲାଗିଛି । ପାଣିପାଗ ବିଭାଗର ସୁଚନା ଅନୁସାରେ ଆହୁରି ଶିତ ହେବ ବୋଲି ଚିନ୍ତାରେ ଜିଲ୍ଲା ବାସୀ ।Body:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ।Conclusion:Ready to air.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.