ETV Bharat / state

କୃଷି ବିଲ ସମ୍ବନ୍ଧରେ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ - press meet of subarnapur bjp

କେନ୍ଦ୍ରୀୟ କୃଷି ବିଲକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଯୋଗ ଦେଇ ନୂତନ କୃଷି ବିଲର ଉପକାରିତା ସମ୍ପର୍କରେ ବିବରଣୀ ଦେଇଥିଲେ। ଅଧିକ ପଢନ୍ତୁ...

କୃଷି ବିଲ ସମ୍ବନ୍ଧରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ

author img

By

Published : Dec 17, 2020, 6:42 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ପ୍ରୋଗ୍ରସ ଇନ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଯୋଗ ଦେଇ କେନ୍ଦ୍ରୀୟ କୃଷି ବିଲ ସମ୍ପର୍କରେ ବିବରଣୀ ଦେଇଥିଲେ। ଏଥିସହିତ ଏବେ ଜିଲ୍ଲାରେ ଚାଲିଥିବା ଖରିଫ ଋତୁର ଧାନ କିଣା ଓ ଫସଲର ସର୍ଵ ନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାରେ କଂଗ୍ରେସ ଓ ବାମପନ୍ଥୀ ନେତାମାନେ ଚାଷୀଙ୍କୁ ଉସୁକାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

କୃଷି ବିଲ ସମ୍ବନ୍ଧରେ ଜିଲ୍ଲା ବଜେପିର ସାମ୍ବାଦିକ ସମ୍ବିଳନୀ

ତେବେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗାଁକୁ ଗାଁ ବୁଲି କେନ୍ଦ୍ର ସରକାର ଆଣିଥିବା କୃଷି ବିଲ ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରିବେ ବୋଲି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ନିମ କୋଟିଙ୍ଗ ୟୁରିଆ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ସମ୍ପର୍କରେ ଚାଷୀ ମାନଙ୍କୁ ଅବଗତ କରାଇ କେନ୍ଦ୍ର ସରକାରଙ୍କ କୃଷି ଯୋଜନାର ଲାଭ ସମ୍ପର୍କରେ ବୁଝାଇବେ ବୋଲି ପ୍ରମୋଦ ମହାପାତ୍ର କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.