ETV Bharat / state

ସୁବର୍ଣ୍ଣପୁରରେ କୋରୋନା ସନ୍ଦିଗ୍ଧ !

author img

By

Published : Mar 4, 2020, 2:36 PM IST

Updated : Mar 4, 2020, 3:02 PM IST

ସୁବର୍ଣ୍ଣପୁରରେ କୋରୋନା ସନ୍ଦିଗ୍ଧ !
ସୁବର୍ଣ୍ଣପୁରରେ କୋରୋନା ସନ୍ଦିଗ୍ଧ !

14:25 March 04

ସୁବର୍ଣ୍ଣପୁରରେ ଜଣେ କୋରୋନା ସନ୍ଦିଗ୍ଧ । ଚିକିତ୍ସା ପାଇଁ ପଠାଗଲା ବୁର୍ଲା ମେଡିକାଲ ।

ସୁବର୍ଣ୍ଣପୁରରେ କୋରୋନା ସନ୍ଦିଗ୍ଧ !

ସୁବର୍ଣ୍ଣପୁର: ଓଡିଶାରେ ଆଉ ଏକ କୋରୋନା ସନ୍ଦିଗ୍ଧ । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲିରେ କୋରୋନା ସନ୍ଦେହରେ  ବୁର୍ଲା ମେଡିକାଲକୁ ପଠାଯାଇଛି । ବିନିକା ବ୍ଲକ ଜୁଳୁଣ୍ଡା ପଞ୍ଚାୟତର ଜଣେ ବ୍ୟକ୍ତି  ଗତ 28ତାରିଖ ଦିନ ଦୁବାଇ ଫେରିଥିଲେ। ଗତ କିଛି ଧରି ଜ୍ବର ଓ କାଶରେ ପୀଡିତ ଥିଲେ । 3 ତାରିଖ ଦିନ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଡାକ୍ତର କୋରୋନା ସନ୍ଦେହ କରି ଗତକାଲି ବୁର୍ଲା ମେଡିକାଲକୁ ପଠାଯାଇଛି । 

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 4, 2020, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.