ETV Bharat / state

ସୁବର୍ଣ୍ଣପୁରରେ ଦୂର ହେବ ଦାଦନ ଦୁଃଖ - ସୁବର୍ଣ୍ଣପୁରରେ ଆଉ ରହିବନି ଦାଦନ ଦୁଃଖ

ଏଣିକି ଜିଲ୍ଲାରୁ ଆଉ କୌଣସି ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ। ନିଜ ମାଟିରେ ସମ୍ମାନର ସହିତ ରୋଜଗାର କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି।

no more migrants in subarnapur, subarnapur latest news, skill development workshop in subarnapur, ସୁବର୍ଣ୍ଣପୁରରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର, ସୁବର୍ଣ୍ଣପୁରରେ ଆଉ ରହିବନି ଦାଦନ ଦୁଃଖ, ସୁବର୍ଣ୍ଣପୁର ଲାଟେଷ୍ଟ ନ୍ୟୁଜ୍‌
ଏଣିକି ଦାଦନ ନଖଟି ସ୍ବାବଲମ୍ବୀ ହେବେ ସୁବର୍ଣ୍ଣପୁରର ଯୁବ ବର୍ଗ
author img

By

Published : Jan 22, 2020, 4:01 AM IST

ସୁବର୍ଣ୍ଣପୁର: ଏଣିକି ଜିଲ୍ଲାରୁ ଆଉ କୌଣସି ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ। ନିଜ ମାଟିରେ ସମ୍ମାନର ସହିତ ରୋଜଗାର କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି। ଏନେଇ ମଙ୍ଗଳବାର ଜିଲ୍ଲାର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ପାଣି ପାଇପ ମିସ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ଅବସରରେ ଜିଲ୍ଲାର ଯୁବକ ଯୁବତୀମାନେ ସମ୍ମାନର ସହିତ ରୋଜଗାର କରିବା ସହିତ ନିଜ ମାଟିରେ ପ୍ରଶାସନ ପକ୍ଷରୁ ଚାଲିଥିବା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ଆଲୋଚନା କରିଥିଲେ।

ଏଣିକି ଦାଦନ ନଖଟି ସ୍ବାବଲମ୍ବୀ ହେବେ ସୁବର୍ଣ୍ଣପୁରର ଯୁବ ବର୍ଗ

ଏହି କେନ୍ଦ୍ରରେ 60 ଜଣ ଶିକ୍ଷାର୍ଥୀ ଏକ ସମୟରେ 10 ଦିନ ପ୍ରଶିକ୍ଷଣ ନେବା ପରେ ରୋଜଗାରକ୍ଷମ ହୋଇ ପାରିବେ। ସେହିପରି ଜିଲ୍ଲାର ଆଇଟିଆଇରେ 350 ଜଣ ଯୁବକ ଓ ଯୁବତୀ 6ଟି ବିଷୟରେ ପ୍ରଶିକ୍ଷଣ ନେବା ପରେ ରୋଜଗାର କରି ପାରୁଥିବା ସୂଚନା ଦେଇଥିଲେ। ସେପଟେ ଦାଦନ ଖଟିବାକୁ ନଯାଇ ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାରୁ ଆଉ କେହି ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ।ନିଜ ମାଟିରେ ସମ୍ମାନର ସହିତ ରୋଜଗାର କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି।ଆଜି ଜିଲ୍ଲାର ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ପାଣି ପାଇପ ମିସ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଉଦଘାଟନ କରିବା ଅବସରରେ ଜିଲ୍ଲାର ଯୁବକ ଯୁବତୀ ମାନେ ସମ୍ମାନର ସହିତ ରୋଜଗାର କରିବା ସହିତ ନିଜ ମାଟିରେ ପ୍ରଶାସନ ପକ୍ଷରୁ ଚାଲିଥିବା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ଉପରେ ଆଲୋଚନା କରିଥିଲେ।

Body:ଏହି କେନ୍ଦ୍ରରେ 60 ଜଣ ଶିକ୍ଷାର୍ଥୀ ଏକ ସମୟରେ 10 ଦିନ ପ୍ରଶିକ୍ଷଣ ନେବା ପରେ ରୋଜଗାରକ୍ଷମ ହୋଇ ପାରିବେ। ସେହିପରି ଜିଲ୍ଲାର ଆଇଟିଆଇ ରେ 350 ଜଣ ଯୁବକ ଓ ଯୁବତୀ 6 ଗୋଟି ବିଷୟରେ ପ୍ରଶିକ୍ଷଣ ନେବା ପରେ ରୋଜଗାର କରି ପାରୁଥିବା ସୂଚନା ଦେଇଥିଲେ।ଦାଦନ ନ ଯାଇ ପ୍ରଶିକ୍ଷଣ ନେଇ ରୋଜଗାର କରିବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ।

Conclusion:ବାଇଟ1 ସତ୍ୟଜିତ ସାହୁ , ସଂଯୋଜକ , ଜିଲ୍ଲା ଦକ୍ଷତା ବୃଦ୍ଧି କେନ୍ଦ୍ର, ସୁବର୍ଣ୍ଣପୁର।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.