ETV Bharat / state

ସୁବର୍ଣ୍ଣପୁରରେ ଛେଳି ମଡକ, ବ୍ଯାପିଛି ଅଜଣା ରୋଗ - ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମରେ ଛେଳି ମଡକ

ସୁବର୍ଣ୍ଣପୁରରେ ଛେଳି ମଡକ। ଗୃହପାଳିତ ପଶୁଙ୍କୁ ବ୍ୟାପିଛି ଅଜଣା ରୋଗ।

Goat death subarnapur
ସୁବର୍ଣ୍ଣପୁରରେ ଛେଳି ମଡକ
author img

By

Published : Dec 7, 2019, 3:17 PM IST

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମରେ ଦେଖାଦେଇଛି ଛେଳି ମଡକ । କିଛି ଦିନ ହେଲା ଗୃହପାଳିତ ପଶୁଙ୍କୁ ଏକ ଅଜଣା ରୋଗ ବ୍ୟାପିଥିବାବେଳେ ଏହା ଯୋଗୁଁ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ସୁବର୍ଣ୍ଣପୁରରେ ଛେଳି ମଡକ

ଏହି ରୋଗରେ ଛେଳିଙ୍କ ପାଟିରେ ଘା ହୋଇଥିଲା ଓ କିଛି ଖାଇ ନ ପାରି ମୃତ୍ୟୁ ହୋଇଛି । କୋଟସମଲାଏ ଗ୍ରାମର ହରି ବାରକୁଟିଆଙ୍କ ୭ ଦିନରେ ୧୨ଟି ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଚାଷୀଙ୍କ ଛେଳି ମଧ୍ୟ ମରିଥିବା ଅଭିଯୋଗ ହୋଇଛି । ଗାଁରେ ଗୋଟିଏ ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ଥିଲେ ମଧ୍ୟ କୌଣସି ଅଧିକାରୀ ରହୁ ନଥିବାରୁ ଲୋକେ ନିଜେ ଚିକିତ୍ସା କରୁଥିବା ଦେଖାଯାଇଛି । ପ୍ରାଣୀ ଚିକିତ୍ସାକେନ୍ଦ୍ରକୁ ଡାକ୍ତର ଓ କ୍ଷତିଗ୍ରସ୍ତ ଛେଳି ଚାଷୀଙ୍କୁ କ୍ଷତିପୂରଣ ପାଇଁ ଦାବି ହୋଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଏ ଗ୍ରାମରେ ଦେଖାଦେଇଛି ଛେଳି ମଡକ । କିଛି ଦିନ ହେଲା ଗୃହପାଳିତ ପଶୁ ମାନଙ୍କୁ ଏକ ଅଜଣା ରୋଗ ବ୍ୟାପିଥିବାବେଳେ ଛେଳିମାନେ ମରିଯାଉଥିବା ଜଣାପଡିଛି । ଏହି ରୋଗ ହେଲେ ପାଟି ମୁହଁରେ ଘା ହୋଇ କିଛି ଖାଇ ନ ପାରି ମୃତ୍ୟୁବରଣ କରୁଥିବା ଜଣାଯାଇଛି । ଗ୍ରାମର ହରି ବାରକୁଟିଆଙ୍କ ୭ ଦିନରେ ୩୦ ଟି ରୁ ୧୨ ଟି ଛେଲି ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଚାଷିଙ୍କ ଛେଳିମାନେ ମଧ୍ୟ ମରିଥିବା ଅଭିଯୋଗ ହୋଇଛି । ଗାଁରେ ଗୋଟିଏ ପ୍ରାଣି ଚିକିତ୍ସା ଉପକେନ୍ଦ୍ର ଥିଲେ ମଧ୍ୟ କୌଣସି ଅଧିକାରୀ ରହୁ ନଥିବାରୁ ଲୋକେ ନିଜେ ଚିକିତ୍ସା କରୁଥିବା ଦେଖାଯାଇଛି । ପ୍ରାଣି ଚିକିତ୍ସାକେନ୍ଦ୍ରକୁ ଡାକ୍ତର ଓ କ୍ଷତିଗ୍ରସ୍ତ ଛେଳି ଚାଷିଙ୍କୁ କ୍ଷତିପୂରଣ ପାଇଁ ଦାବି ହେଉଛି ।Body:ବାଇଟ-ହରି ବାରକୁଟିଆ ,କୋଟସମଳାଇ ।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.