ETV Bharat / state

ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶତାଧିକ ଚାଷୀଙ୍କ ବିକ୍ଷୋଭ - Farmers protests infront of subarnapur collector office

7 ଦଫା ଦାବି ପୂରଣ ନେଇ ସୁବର୍ଣ୍ଣପୁର ଜିଲ୍ଲା କୃଷକ ବିକାଶ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 22, 2019, 3:29 PM IST

ସୁବର୍ଣ୍ଣପୁର: 7 ଦଫା ଦାବି ପୂରଣ ନେଇ ସୁବର୍ଣ୍ଣପୁର ଜିଲ୍ଲା କୃଷକ ବିକାଶ ସମନ୍ବୟ ସମିତି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଗତ ଖରିଫର ଫସଲ ବୀମା ଅର୍ଥରାଶି ପ୍ରଦାନ, ଫସଲ ବୀମାର ଘରୋଇକରଣ ବନ୍ଦ କରିବା, ସ୍ବାମୀନାଥନ କମିଟି ସୁପାରିଶ ଅନୁଯାୟୀ ଧାନର ସହାୟକ ମୂଲ୍ୟ ବୃଦ୍ଧି, ମଣ୍ଡି ବ୍ୟବସ୍ଥା ବିକେନ୍ଦ୍ରିକରଣ, ଚାଷୀଙ୍କୁ ଵୋନସ ପ୍ରଦାନ ଆଦି 7 ଦଫା ଦାବି ପୂରଣ ନେଇ ଶତାଧିକ ଚାଷୀଙ୍କ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଭୟାବହ କରିବେ ବୋଲି ଚାଷୀ ଧମକ ଦେଇଛନ୍ତି । ଏଥିସହିତ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା କୃଷକ ବିକାଶ ସମନ୍ୱୟ ସମିତି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସଭାପତି ରାଜେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।ଗତ ଖରିଫର ଫସଲ ବୀମା ଅର୍ଥରାଶି ପ୍ରଦାନ ,ଫସଲ ବୀମାର ଘରୋଇ କରଣ ବନ୍ଦ କରିବା,ସ୍ୱାମୀନାଥନ କମିଟି ସୁପାରିଶ ଅନୁଯାୟୀ ଧାନର ସହାୟକ ମୂଲ୍ୟ ବୃଦ୍ଧି ,ମଣ୍ଡି ବ୍ୟବସ୍ଥା ବିକେନ୍ଦ୍ରିକରଣ ,ଚାଷୀଙ୍କୁ ଵୋନସ ପ୍ରଦାନ ଆଦି ସାତ ଦଫା ଦାବୀ ପୂରଣ ପାଇଁ ଏହି ଆନ୍ଦୋଳନ କରାଯାଇଛି।

Body:ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦାବୀ ପୂରଣ ପାଇଁ ଧାରଣାରେ ବସିଛନ୍ତି।ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଭୟାବହ କରିବେ ବୋଲି ଚାଷୀମାନେ ଧମକ ଦେଇଛନ୍ତି।ଦାବୀ ତୁରନ୍ତ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ବାଇଟ 1 ରାଜେନ୍ଦ୍ର କୁମାର ନାୟକ , ସଭାପତି ,ଜିଲ୍ଲା କୃଷକ ବିକାଶ ସମନ୍ୱୟ ସମିତି, ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ସୁବର୍ଣ୍ଣପୁର।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.