ETV Bharat / state

ମା' ସୁରେଶ୍ବରୀଙ୍କ ଧୂମାବତୀ ବେଶ - Dhumabati besa of maa Sureswari

ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଶୁକ୍ରବାର ଧୂମାବତୀ ବେଶ ଦେଖିବାକୁ ମିଳିଛି । ମା'ଙ୍କ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ମା' ସୁରେଶ୍ବରୀଙ୍କ ଧୂମାବତୀ ବେଶ
author img

By

Published : Oct 4, 2019, 8:22 PM IST

ସୁବର୍ଣ୍ଣପୁର: ପବିତ୍ର ପାର୍ବଣ ଆଗମନ ସହ ଆରମ୍ଭ ହୋଇଛି ମା'ଙ୍କ ନବରାତ୍ରି ପୂଜାର୍ଚ୍ଚନା । ଏହି ଅବସରରେ ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଉଛନ୍ତି ମା' । ତେବେ ସହରର ଇଷ୍ଟଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଆଜି(ଶୁକ୍ରବାର) ଧୂମାବତୀ ବେଶ ଦେଖିବାକୁ ମିଳିଛି । ମା' ଙ୍କ ଦର୍ଶନ ପାଇଁ ମଧ୍ୟ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ସୁବର୍ଣ୍ଣପୁର

ଦେବୀ ମା'ଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଆବେଗ ପ୍ରକାଶ ପାଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ତାରା, ଷୋଡଶୀ, ଭୈରବୀ, କାଳୀ, ଭୁବନେଶ୍ଵରୀ ଆଦି ବେଶରେ ଦର୍ଶନ ଦେଇ ଆସୁଛନ୍ତି । ଆସନ୍ତାକାଲି (ଶନିବାର) ମା' ଙ୍କର ଜୟଦୁର୍ଗା ବେଶ ଦେଖିବାକୁ ମିଳିବ ।

ସେହିପରି ଆଗକୁ ମାତଙ୍ଗୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବେ ମା' ସୁରେଶ୍ବରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ଇଷ୍ଟ ଦେବୀ ମା ସୁରେଶ୍ୱରୀଙ୍କ ପୀଠରେ ଆଜି ବି ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।ଦେବୀ ମାଙ୍କ ବେଶ ଦର୍ଶନ କରିବା ସହିତ ସନ୍ଧ୍ୟା ଆରତୀ ଦେଖିବାକୁ ଭକ୍ତଙ୍କର ବେଶ ଭିଡ଼ ଜମିଥିଲା।ଦେବୀ ମା ଆଜି ଶୁକ୍ରବାର ଧୂମାବତୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନକୁ ଦର୍ଶନ ଦେଇଥିଲେ।ମହାଳୟା ତିଥିରେ ଦେବୀ ଧବଳମୁଖୀ ବେଶରେ ଦର୍ଶନ ଦେବା ପରେ ଆଜିଯାଏଁ ଦେବୀଙ୍କ ତାରା , ଷୋଡଶୀ , ଭୈରବୀ ,କାଳୀ ,ଭୁବନେଶ୍ଵରୀ ଆଦି ବେଶରେ ଦର୍ଶନ ଦେଇଛନ୍ତି।ଆସନ୍ତାକାଲି ଦେବୀ ମା ଜୟଦୁର୍ଗା ବେଶ ଧାରଣ କରିବେ।

Body:ସେହିପରି ଆଗକୁ ମାତଙ୍ଗୀ ଓ ରାଜରାଜେଶ୍ୱରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ। ସୁରେଶ୍ୱରୀଙ୍କ ବେଶ ସହିତ ସନ୍ଧ୍ୟା ଆରତୀ ଦର୍ଶନ କରିବା ପାଇଁ ଏହି ଦେବୀ ପୀଠରେ ହଜ଼ାର ହଜ଼ାର ଭକ୍ତଙ୍କର ସମାଗମ ହେଉଛି ।ଆଉ ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ତରଫରୁ ଭକ୍ତ ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.