ETV Bharat / state

କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଜଳଖିଆ ବାଣ୍ଟିଲେ ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : Apr 14, 2020, 1:06 PM IST

ସୁବର୍ଣ୍ଣପୁର ସହରର ଶ୍ରୀଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । କିଛି ସ୍ବେଚ୍ଛାସେବୀ ଅନ୍ତେବାସୀଙ୍କୁ ଜଳିଖିଆ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଜଳଖିଆ ବାଣ୍ଟିଲେ ସ୍ବେଚ୍ଛାସେବୀ ସଙ୍ଗଠନ
କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଜଳଖିଆ ବାଣ୍ଟିଲେ ସ୍ବେଚ୍ଛାସେବୀ ସଙ୍ଗଠନ

ସୁବର୍ଣ୍ଣପୁର: ସହରର ଶ୍ରୀଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । କମିଟିର ବରିଷ୍ଠ ସଭ୍ୟ ମିଳନ ମିଶ୍ର ଓ ଗଙ୍ଗାଧର ତରିଆଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ଅନ୍ତେବାସୀଙ୍କୁ ସକାଳ ଜଳଖିଆ ପ୍ରଦାନ କରିଛନ୍ତି ।

ଲକ ଡାଉନ ଯୋଗୁଁ ଏବେ ସହରର ଆହାର କେନ୍ଦ୍ର ପକ୍ଷରୁ ଦୁଇବେଳା ରନ୍ଧାଖାଦ୍ୟ ଦିଆଯାଉଛି । କିନ୍ତୁ ଜଳଖିଆ ଦେବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସ୍ବେଚ୍ଛାସେବୀମାନେ ସକାଳୁ ସେମାନଙ୍କ ପାଇଁ ପୁରୀ, ତରକାରୀ, କ୍ଷୀର ଓ ବିସ୍କୁଟ ଖାଇବାକୁ ଦେଇଥିଲେ।

ସେପଟେ, ସକାଳରେ ଜଳଖିଆ ଗ୍ରହଣ କରିବା ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀଗୁଣ୍ଡିଚା କମିଟି ପକ୍ଷରୁ ପ୍ରତିଦିନ ଏପରି ଜଳଖିଆ ପ୍ରଦାନ କରାଯିବା ବୋଲି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.