ETV Bharat / state

ଟୀକାକରଣ କେନ୍ଦ୍ର ଆଗରେ ବିଜେପିର ପ୍ରତିବାଦ - bjp protest in subarnapur

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କୋଭିଡ ଟୀକାକରଣ କେନ୍ଦ୍ରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବ୍ୟବସ୍ଥା ଉପରେ ପ୍ରଶ୍ନ କରି ଦୃଢ଼ ପ୍ରତିବାଦ କରିଛନ୍ତି । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ର ଆଗରେ ବିଜେପିର ପ୍ରତିବାଦ
ଟୀକାକରଣ କେନ୍ଦ୍ର ଆଗରେ ବିଜେପିର ପ୍ରତିବାଦ
author img

By

Published : Jun 25, 2021, 6:35 PM IST

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କୋଭିଡ ଟୀକାକରଣ କେନ୍ଦ୍ରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ବ୍ୟବସ୍ଥା ଉପରେ ପ୍ରଶ୍ନ କରି ଦୃଢ଼ ପ୍ରତିବାଦ କରିଛନ୍ତି । ବିଜେପିର ବରିଷ୍ଠ ନେତା ଅଶୋକ ପୂଜାରୀଙ୍କ ନେତୃତ୍ବରେ ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା ମାନେ ଟୀକାକରଣରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ।

ଟୀକାକରଣ କେନ୍ଦ୍ର ଆଗରେ ବିଜେପିର ପ୍ରତିବାଦ

ଟୀକାକରଣ କେନ୍ଦ୍ରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିରକୁଟି ଅବା ଟୀକାକରଣ ସ୍ଲିପ ଦେଉଥିବାରୁ ବିଜେପି କାର୍ଯ୍ୟକର୍ତ୍ତା ଏହାର ପ୍ରତିବାଦ କରି ଟୀକା ପ୍ରଦାନ କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଏହାର ପ୍ରତିବାଦ ଜଣାଇଛନ୍ତି ।

ତେବେ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଟିକା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଟୀକାକରଣକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରି ଟୀକାକରଣ କେନ୍ଦ୍ରରେ ଲାଗିଥିବା ସମସ୍ତ ପୋଷ୍ଟର ଚିରି ଦେବା ସହିତ ଚିରକୁଟି ଚିରି ପ୍ରତିବାଦ କରିଛି ବିଜେପି । ତେବେ ଟିକା ପ୍ରଦାନରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.