ETV Bharat / state

ପୋଲିସର ଚା' ପିଇବା ସୁଯୋଗ ନେଇ ଅଭିଯୁକ୍ତ ଫେରାର

ଦେଓଗାଁ ପୋଲିସ ସମ୍ବଲପୁରରୁ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେବା ବାଟରେ ରାସ୍ତାରେ ଗାଡି ରଖି ଚା' ପିଇବାକୁ ଯିବା ବେଳେ ଅଭିଯୁକ୍ତ ଫେରାର । ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛି ।

author img

By

Published : Jul 27, 2019, 2:24 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଚା' ପିଇବା ପୋଲିସ ବାବୁଙ୍କୁ ପଡିଲା ମହଙ୍ଗା । ଅଭିଯୁକ୍ତକୁ ଆଣିବା ସମୟରେ ରାସ୍ତାରେ ଗାଡି ରଖି ଚା' ପିଇବାକୁ ଯିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।

ସୁବର୍ଣ୍ଣପୁର ବ୍ଳକ ଛକରେ ପୋଲିସ ଗାଡିକୁ ରାସ୍ତା କଡରେ ରଖି ଚାହା ପିଇବାକୁ ଦୋକାନକୁ ଯାଇଥିଲେ । ଅଭିଯୁକ୍ତ ଏହାର ସୁଯୋଗ ନେଇ ହାତରେ ହାତକଡି ଥିବା ସତ୍ତ୍ବେ ଟାଟା ସୁମୋ ଗାଡିର ପଛପଟରୁ ଫେରାର ହୋଇଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ ସମ୍ବଲପୁରରୁ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେବା ବାଟରେ ସୁବର୍ଣ୍ଣପୁର ସହର ବ୍ଳକ ଛକରେ ଏପରି ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଇଲେକ୍ଟ୍ରି ତାର ଚୋରି ମାମଲାରେ ଦେଓଗାଁ ଥାନା ପୋଲିସ ସମ୍ବଲପୁର ଗୁଣ୍ଡେରପୁର ଗାଁରୁ ଗୁଲୁଠୁ ଭରାସାଗରକୁ ଦେଓଗାଁ ନେଉଥିଲା ।ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପୋଲିସ ଟିମ୍‌ ଅଭିଯୁକ୍ତକୁ ଗିରଫ କରି ସୁବର୍ଣ୍ଣପୁର ବାଟ ଦେଇ ଦେଓଗାଁ ନେଉଥିଲେ । ଆଇଆଇସି ଲୋକନାଥ ,ଏଏସଆଇ ଜନାର୍ଦ୍ଦନ ସାହୁ ଓ ସାଙ୍ଗରେ ଆସିଥିବା ଦୁଇ ଜଣ କନେଷ୍ଟବଳ ଚା' ପିଇବାକୁ ଦୋକାନକୁ ଯାଇଥିଲେ । ପୋଲିସ ଟିମ ସାଥିରେ ଆସାମୀକୁ ଚିହ୍ନଟ ପାଇଁ ନେଇଥିବା ଯୁବକ ପରମେ ଓ ଅଭିଯୁକ୍ତ ଗାଡିର ପଛ ସିଟରେ ବସିଥିଲେ । ହେଲେ ହାତକଡି ପଡିଥିବା ଆସାମୀ ପୋଲିସର ଚା' ପିଇ ଯିବାର ସୁଯୋଗ ନେଇ ଗାଡି ପଛରୁ ବାହାରି ଫେରାର ମାରିଛି ।

ଦେଓଗାଁ ପୋଲିସ ସୁବର୍ଣ୍ଣପୁର ବ୍ଳକ ଛକ ଆଖ ପାଖରେ ଖୋଜି ଅଭିଯୁକ୍ତକୁ ନପାଇବାରୁ ଖାଲି ହାତରେ ଦେଓଗାଁ ଫେରିଛି । ଅଭିଯୁକ୍ତ ଫେରାର ମାରିବା ଘଟଣାରେ ପୋଲିସ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଚା ପିଇବା ପୋଲିସ ବାବୁଙ୍କୁ ମହଂଗା ପଡିଲା ।ଘଟଣାଟି ଏହିପରି ।ଆସାମୀକୁ ଆଣିବା ସମୟରେ ରାସ୍ତାରେ ଗାଡି ରଖି ଚା ପିଇବାକୁ ଯିବା ବେଳେ ଅଭିଯୁକ୍ତ ଫେରାର ମାରିଛି ।ସୁବର୍ଣ୍ଣପୁର ବ୍ଳକ ଛକରେ ପୋଲିସ ଦଳ ଗାଡିଟିକୁ ରାସ୍ତା କଡରେ ଥୋଇ ଦେଇ ଚା ପିଇବାକୁ ଚା ଦୋକାନକୁ ଗଲେ ।ଅଭିଯୁକ୍ତ ତାର ସୁଯୋଗ ନେଇ ହାତରେ ହାତ କଡି ଥିବା ସତ୍ତ୍ବେ ଟାଟା ସୁମୋ ଗାଡିର ପଛ ପଟରୁ ଫେରାର ମାରିଛି ।ବଲାଂଗିର ଜିଲ୍ଲା ଦେଓଗାଁ ପୋଲିସ ସମ୍ବଲପୁରରୁ ଜଣେ ଅଭିଯୁକ୍ତକୁ ଆଣି ଦେଓ ଗାଁ ନେବା ବାଟରେ ସୁବର୍ଣ୍ଣପୁର ସହର ବ୍ଳକ ଛକରେ ଘଟଣାଟି ଘଟିଛି ।Body:ଇଲେକ୍ଟ୍ରି ତାର ଚୋରୀ ମାମଲାରେ ଦେଓଗାଁ ଥାନା ପୋଲିସ ସମ୍ବଲୁପୁର ଗୁଣ୍ଡେରପୁର ଗାଁରୁ ଗୁଲୁଠୁ ଭରାସାଗରକୁ ଦେଓଗାଁ ନେଉଥିଲା ।ଦେଓଗାଁ ଆଇଆଇସି ଲୋକନାଥ ଭୋଇଙ୍କ ନେତୃତ୍ବରେ ଏକ ଚାରି ଜଣିଆଁ ପୋଲିସ ଦଳ ଅଭିଯୁକ୍ତକୁ ଗିରଫ କରି ସୁବର୍ଣ୍ଣପୁର ବାଟ ଦେଇ ଦେଓଗାଁ ନେଉଥିଲେ ।ଆଇଆଇସି ଲୋକନାଥ ,ଏଏସଆଇ ଦନାର୍ଦ୍ଦନ ସାହୁ ଓ ସାଂଗରେ ଆସିଥିବା ଦୁଇ ଜଣ କନେଷ୍ଟବଲ ଚା ପିଇବାକୁ ଚା ଦୋକାନକୁ ଗଲେ ।ପୋଲିସ ଟିମ ସାଥିରେ ଆସାମୀକୁ ଚିହ୍ନଟ ପାଇଁ ନେଇଥିବା ଯୁବକ ପରମେ ଓ ଆସାମୀ ଗାଡିର ପଛ ସିଟରେ ବସିଥିଲେ ।ହେଲେ ହାତକଡି ପଡିଥିବା ଆସାମୀ ପୋଲିସ ବାବୁମାନେ ଚା ପିଇ ଯିବାର ସୁଯୋଗ ନେଇ ଗାଡି ପଛରୁ ବାହାରି ଫେରାର ମାରିଛି ।ଦେଓଗାଁ ପୋଲିସ ସୁବର୍ଣ୍ଣପୁର ବ୍ଳକ ଛକ ଆଖ ପାଖରେ ଖୋଜି ଅଭିଯୁକ୍ତକୁ ନ ପାଇବାରୁ ଖାଲି ହାତରେ ଦେଓଗାଁ ଫେରିଛି ।ଅଭିଯୁକ୍ତ ଫେରାର ମାରିବା ଘଟଣାରେ ପୋଲିସ କୌଣସି ପ୍ରତିକ୍ରୀୟା ଦେବା ପାଇଁ ମନା କରିଛି.............Conclusion:ବାଇଟ-1-ପରମେ ,ଅଭିଯୁକ୍ତକୁ ଚିହ୍ନଟ ପାଇଁ ପୋଲିସ ସହିତ ଯାଇଥିବା ବ୍ୟକ୍ତି , ଦେଓଗାଁ ,ବଲାଂଗିର ।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.