ETV Bharat / state

ଡୁଙ୍ଗୁରିପାଲିରୁ ବଜ୍ରକାପ୍ତା ଉଦ୍ଧାର, ପହଞ୍ଚିନି ବନବିଭାଗ - ଡୁଙ୍ଗୁରିପାଲିରୁ ବଜ୍ରକାପ୍ତା ଉଦ୍ଧାର

ଡୁଙ୍ଗୁରିପାଲି ବଡକର୍ଲେ ଗାଁରୁ ବଜ୍ରକାପ୍ତା ଉଦ୍ଧାର । ଘଟଣାସ୍ଥଳରେ ପହଞ୍ଚିନି ବନ ବିଭାଗ । ଅଧିକ ପଢନ୍ତୁ...

a pangolin rescued in subarnapur
ଡୁଙ୍ଗୁରିପାଲିରୁ ବଜ୍ରକାପ୍ତା ଉଦ୍ଧାର
author img

By

Published : Aug 14, 2020, 10:16 AM IST

Updated : Aug 14, 2020, 10:24 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡକର୍ଲେ ଗାଁରେ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗୁରୁବାର ବିଳମ୍ବିତ ରାତିରେ ବଡକର୍ଲେ ଗାଁର ଦୁର୍ଲଭ ପ୍ରଧାନ ନିଜ ଘର ପାହାଚ ତଳେ ଏକ ବଜ୍ରକାପ୍ତା ଥିବା ଦେଖି ଭୟଭୀତ ହୋଇ ଯାଇଥିଲେ । ପରେ ଗାଁ ଲୋକଙ୍କ ସହଯୋଗରେ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ I ଗାଁ ଲୋକେ ବଜ୍ରକାପ୍ତାକୁ ବାନ୍ଧି ରଖିଛନ୍ତି।

ଡୁଙ୍ଗୁରିପାଲିରୁ ବଜ୍ରକାପ୍ତା ଉଦ୍ଧାର, ପହଞ୍ଚିନି ବନବିଭାଗ

ବଜ୍ରକାପ୍ତାକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ବିନିକା ବନ ବିଭାଗ କର୍ମଚାରୀ ପହଞ୍ଚି ନ ଥିବା ଜଣାପଡିଛି । ତେବେ, ବଜ୍ରକାପ୍ତାଟି ଗାଁ ନିକଟରେ ଥିବା ପୁଜା ଡୁଙ୍ଗୁରିରୁ ଆସିଥିବା ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Last Updated : Aug 14, 2020, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.