ETV Bharat / state

ପୂର୍ବ ଶତ୍ରୃତାରୁ ଅଗ୍ନିଶମ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା - murder

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସୁବର୍ଣ୍ଣପୁରର ବିନିକା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Apr 24, 2019, 1:30 PM IST

ସୁବର୍ଣ୍ଣପୁର: ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ବିନିକା ସହରର ନୂଆଁବଜାରରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ବିନିକା ଅଗ୍ନିଶମ ବାହିନୀର କର୍ମଚାରୀ ଦୁଷ୍ମନ୍ତ କିଷାନଙ୍କୁ ତଣ୍ଟିକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସହରର ନୂଆଁବଜାର ସ୍ଥିତ ବିୟର ପାର୍ଲର ସମ୍ମୁଖରେ ଘଟିଛି ଏହି ହତ୍ୟାକାଣ୍ଡ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ବୁଧବାର ଜଣେ ଯୁବକ ମାରଣାସ୍ତ୍ର ଧରି ଦୁଷ୍ମନ୍ତଙ୍କୁ ଖୋଜି ବୁଲିଥିଲା । ପରେ ସେ ଦୁଷ୍ମନ୍ତଙ୍କୁ ବିୟରପାର୍ଲର ସମ୍ମୁଖରେ ଦେଖବା ପରେ ଫାର୍ସାରେ ଅର୍ତିକିତ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି ଦୁଷ୍ମନ୍ତ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସର୍ମପଣ କରିଛି । ଅନ୍ୟପଟେ ଖବର ପାଇ ଘଟଣାର ତନାଘନା କରିଛି ପୋଲିସ ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.