ETV Bharat / state

ସେବା ସପ୍ତାହରେ 250 ଶ୍ରମିକ ପାଇଲେ ସରକାରୀ ସହାୟତା

author img

By

Published : Mar 6, 2020, 11:37 PM IST

ସେବା ସପ୍ତାହରେ ନିର୍ମାଣ ଶ୍ରମିକ ପାଇଲେ ସରକାରୀ ସହାୟତା । 250 ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସହାୟତା । ଅଧିକ ସୂଚନା ପାଇଁ ପଢନ୍ତୁ ...

250 workers received government assistance
ସେବା ସପ୍ତାହରେ 250 ଶ୍ରମିକ ପାଇଲେ ସରକାରୀ ସହାୟତା

ସୁବର୍ଣ୍ଣପୁର: ସେବା ସପ୍ତାହରେ ନିର୍ମାଣ ଶ୍ରମିକ ପାଇଲେ ସହାୟତା । ସୁବର୍ଣ୍ଣପୁର ଟାଉନହଲ ଭୀମଭୋଇ କଳା ମଣ୍ଡପରେ ଜିଲ୍ଲା ଶ୍ରମ ବିଭାଗ ଆୟୋଜନ କରିଥିଲା ଶ୍ରମିକ ସେବା ସପ୍ତାହ । ସମାରୋହରେ 250 ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସହାୟତା ପ୍ରଦାନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷାକୁମାରୀ ଯୋଗଦେଇ ସମାଜରs ଭିତ୍ତିଭୂମିର ବିକାଶରେ ନିର୍ମାଣ ଶ୍ରମିକ ମାନଙ୍କ ଭୂମିକାକୁ ନେଇ କହିଥିଲେ। ରାଜ୍ୟ ସରକାର ଯୋଜନାର ସଫଳତା ରୁପାୟନ ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା । ସମାରୋହରେ ଉପସ୍ଥିତ ଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଦିଲେଶ୍ବର ଖାଖା। ଏଥିରେ 250 ଜଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାରର ସରକାରୀ ସହାୟତା ପ୍ରଦାନ କରାଯାଇଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.