ETV Bharat / state

ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ 12 ଘଣ୍ଟିଆ ଉଲୁଣ୍ଡା ବନ୍ଦ - strike demanding sub resistar

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ବନ୍ଦ ପାଳନ । ତହସିଲ କାର୍ଯ୍ୟାଳୟରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଏହି ବନ୍ଦ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ 12 ଘଣ୍ଟିଆ ବନ୍ଦ

author img

By

Published : Nov 23, 2020, 12:16 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ତହସିଲ କାର୍ଯ୍ୟାଳୟରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବା ଦାବିରେ ଆଜି ଏହି ବନ୍ଦ ପାଳନ କରାଯାଇଛି । ମଞ୍ଚର କାର୍ଯ୍ୟକର୍ତା ମାନେ ସକାଳୁ ସକାଳୁ ପିକେଟିଂ କରି ଦୋକାନ ବଜ଼ାର,ଗାଡ଼ି ମୋଟର ଆଦି ବନ୍ଦ କରିଦେଇଛନ୍ତି। ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି।

ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସ୍ଥାପନ ଦାବିରେ 12 ଘଣ୍ଟିଆ ବନ୍ଦ

ସୁବର୍ଣ୍ଣପୁର-ସମ୍ବଲପୁର ରାଜ୍ୟ ରାଜପଥକୁ ବନ୍ଦ କରି ଦିଆଯାଇଛି । ଫଳରେ ଲୋକେ ସୁବର୍ଣ୍ଣପୁରରୁ ବିନିକା-ବଡ଼ମାଲ ଦେଇ ସମ୍ବଲପୁରକୁ ଯାତାୟାତ କରୁଛନ୍ତି।ଗତ ନଭେମ୍ବର 17ରୁ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଉଥିବା ବେଳେ ଆଜି ବନ୍ଦ ପାଳନ କରାଯାଇଛି । ଦାବି ପୂରଣ ନ ହେଲେ ସପ୍ତାହେବ୍ୟାପି ବନ୍ଦ ପାଳନ କରାଯିବ ବୋଲି ସଚେତନ ନାଗରିକ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ପ୍ରଶାସନକୁ ଚେତାବନୀ ଦେଇଛନ

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.