ETV Bharat / state

କୋରୋନା ଲଢେଇ: ସହାୟତାର ହାତ ବଢାଇଲେ 10ମ ଶ୍ରେଣୀ ଛାତ୍ରୀ କୁମକୁମ

author img

By

Published : Apr 12, 2020, 10:24 PM IST

କୋରୋନା ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଦଶମ ଶ୍ରେମୀ ଛାତ୍ରୀ କୁମକୁମ ବାରିକ । ସେ ନିଜ କୁମ୍ପିରେ ସଞ୍ଚିତ ରଖିଥିବା 5,380ଟଙ୍କାକୁ ଦାନ କରିଛନ୍ତି ।

10th class students kumkum barik donates 5380 rupess to  cm relief fund
କୋରୋନା ଲଢେଇ: ସହାୟତାର ହାତ ବଢାଇଲେ 10ମ ଶ୍ରେଣୀ ଛାତ୍ରୀ କୁମକୁମ

ସୁବର୍ଣ୍ଣପୁର: ସାରା ବିଶ୍ବ ଏବେ କୋଭିଡ-୧୯ ସହ ଲଢେଇ କରୁଥିବା ବେଳେ ଏହାର ମୁକାବିଲା ପାଇଁ ଦେଶ ତଥା ରାଜ୍ୟରେ ତାଲାବନ୍ଦ ଜାରି ରହିଛି । ଏପରି ସ୍ଥିତିରେ ସରକାର ବିଭିନ୍ନ ପ୍ରକାର ସହାୟତା ଘୋଷଣା କରିବା ସହ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ହେଲେ କୋରୋନା ଭଳି ମହାମାରୀର ମୁକାବିଲା ପାଇଁ ସରକାର ରାଜ୍ୟବାସୀଙ୍କ ସହାୟତା ମଧ୍ୟ ଲୋଡିଛନ୍ତି । ଏଥିପାଇଁ ସରକାରଙ୍କ ଦ୍ବାରା ଖୋଲା ଯାଇଥିବା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ମୁକ୍ତ ହସ୍ତରେ ଦାନ କରିବାରୁ ଆହ୍ବାନ କରାଯାଉଛି ।

ସରକାରଙ୍କ ଦ୍ବାରା ଦିଆଯାଇଥିବା ଆହ୍ବାନ ଓ ଏହି ଲଢେଇରେ ସାମିଲ ହୋଇଛନ୍ତି ଜଣେ 10ମ ଶ୍ରେଣୀ ଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର କୁମକୁମ ବାରିକ ନାମକ ଜଣେ ଛାତ୍ରୀ ନିଜ କୁମ୍ପିରେ ରଖିଥିବା ସଞ୍ଚିତ ୫ ହଜାର ୩୮୦ ଟଙ୍କାକୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଏହି ଦାନ ତାଙ୍କୁ ଆତ୍ମସନ୍ତୋଷ ଦେଇଥିବା ସେ କହିଥିବାବେଳେ ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.